ରାଜ୍ୟରେ ମହିଳାଙ୍କୁ ନେଇ ଦୈନିକ ଏସବୁ କ’ଣ ଘଟୁଛି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଦୈନିକ ଭିତ୍ତିରେ ଘଟୁଛି ୬ରୁ ଅଧିକ ଦୁଷ୍କର୍ମ ଘଟଣା। ସେହିପରି ପୂର୍ବବର୍ଷ ତୁଳନାରେ ଏବର୍ଷ ୩ ଶହ ଅଧିକ ମାମଲା ପଞ୍ଜିକୃତ ହୋଇଛି । ମହିଳା ଓ ଶିଶୁ ବିକାଶମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଚିନ୍ତା ବଢାଇ ଦେଇଛି।  ମହିଳାଙ୍କ ସୁରକ୍ଷା ଲାଗି ଏତେ ସବୁ ଯୋଜନା ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ ଘଟୁଥିବା ଏଭଳି ଘୃଣ୍ୟ ଅପରାଧକୁ କାହିଁକି ରୋକାଯାଇପାରୁନି ତାକୁ ନେଇ ଉଠିଛି ପ୍ରଶ୍ନ। ଏନେଇ ବିରୋଧୀ ସରକାରଙ୍କୁ ଦାୟୀ କରିଥିବା ବେଳେ […]

s-9-1

s-9-1

Tapas Behera
  • Published: Sunday, 07 July 2019
  • Updated: 07 July 2019, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଦୈନିକ ଭିତ୍ତିରେ ଘଟୁଛି ୬ରୁ ଅଧିକ ଦୁଷ୍କର୍ମ ଘଟଣା। ସେହିପରି ପୂର୍ବବର୍ଷ ତୁଳନାରେ ଏବର୍ଷ ୩ ଶହ ଅଧିକ ମାମଲା ପଞ୍ଜିକୃତ ହୋଇଛି । ମହିଳା ଓ ଶିଶୁ ବିକାଶମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଚିନ୍ତା ବଢାଇ ଦେଇଛି।  ମହିଳାଙ୍କ ସୁରକ୍ଷା ଲାଗି ଏତେ ସବୁ ଯୋଜନା ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ ଘଟୁଥିବା ଏଭଳି ଘୃଣ୍ୟ ଅପରାଧକୁ କାହିଁକି ରୋକାଯାଇପାରୁନି ତାକୁ ନେଇ ଉଠିଛି ପ୍ରଶ୍ନ। ଏନେଇ ବିରୋଧୀ ସରକାରଙ୍କୁ ଦାୟୀ କରିଥିବା ବେଳେ ଆଇନ ଓ ପୁଲିସ ଅପେକ୍ଷା ସଚେତନତା ସୃଷ୍ଟି ଉପରେ ଶାସକ ଦଳ ବିଧାୟକ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହୁ ହୁ ହୋଇ ବଢୁଛି ଦୁଷ୍କର୍ମ ମାମଲା । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉତ୍ତରରୁ ଏହି ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି । ଗୃହ ବିଭାଗ ଶ୍ୱେତପତ୍ର ଅନୁଯାୟୀ ୨୦୧୬ରେ ରାଜ୍ୟରେ ୨ହଜାର ୧୪୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା । ୨୦୧୭ରେ ସଂଖ୍ୟା ୨ହଜାର ୨୨୧ରେ ପହଞ୍ଚିଥିଲା । ତେବେ ୨୦୧୮ରେ ଏହି ସଂଖ୍ୟା ଆହୁରି ବଢ଼ି ୨ହଜାର ୫୦୨ରେ ପହଞ୍ଚିଛି । ଅର୍ଥାତ୍  ଦୈନିକ ରାଜ୍ୟରେ ୬ରୁ ଅଧିକ ଦୁଷ୍ମର୍ମ ଘଟଣା ଘଟୁଛି। ରାଜ୍ୟର ୩୭ଟି ପୋଲିସ ଜିଲାରୁ ୨୫ଟିରେ ମାମଲା ସଂଖ୍ୟା ବଢ଼ିଛି। ସୋନପୁର ଜିଲ୍ଲାରେ ପୂର୍ବବର୍ଷ ତୁଳନାରେ ମାମଲା ୫ ଗୁଣା ବଢ଼ିଥିବା ବେଳେ  ନୟାଗଡ଼, ଢେଙ୍କାନାଳ, ମାଲକାନଗିରିା ଆଦି ଜିଲ୍ଲାରେ ମାମଲା ଦୁଇ ଗୁଣା ହୋଇଛି । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ  ପୁଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସାମାଜିକ ସଚେତନତା ଏଭଳି ବ୍ୟାଧିର ନିରାକରଣ କରିପାରିବ ବୋଲି  ବରିଷ୍ଠ ବିଜେଡି ବିଧାୟକ ଶଶିଭୂଷଣ ବେହେରା ମତ ଦେଇଛନ୍ତି।

ଏପଟେ ଦୁଷ୍କର୍ମ ମାମଲା ସଂଖ୍ୟା ବୃଦ୍ଧିକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ପୂର୍ବତନ ପୁଲିସ ପ୍ରଶାସକ। ତାଙ୍କ ମତରେ ସଚେତନତା କାରଣରୁ ମହିଳାମାନେ ସାହସ ଦେଖାଉଥିବାରୁ ବହୁ ଘଟଣା ପଦାକୁ ଆସୁଛି । ତେବେ ଯେଉଁ ସବୁ ଜିଲ୍ଲାରେ ଦୁଷ୍କର୍ମ ଘଟଣା ବଢୁଛି ସେସବୁ ଜିଲ୍ଲାରେ ସ୍ୱତନ୍ତ୍ର

ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।  ଅନ୍ୟପକ୍ଷରେ ଥାନାରେ କେବଳ ମହିଳା ଓ ଶିଶୁ ଡେସ୍କ ଖୋଲି ଦେଲେ ହେବ ନାହିଁ । ଯୁବତୀ ଓ ମହିଳାଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ପୋଲିସ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ କରାଯିବା ଜରୁରୀ ବୋଲି ସମାଜସେବୀ ମତ ରଖିଛନ୍ତି।

ସେପଟେ ଚଳିତ ଥର ସଂସଦକୁ ସର୍ବାଧିକ ମହିଳା ନିର୍ବାଚିତ ହୋଇଛନ୍ତି ।  ଅର୍ଥନୈତିକ କାର୍ଯ୍ୟକଳାପରେ ସାଧାରଣ ମହିଳାଙ୍କ ଭାଗୀଦାରୀ ବଢାଇବା ଲାଗି SHG ଗୁଡିକ ଶାକ୍ତିଶାଳୀ କରାଯାଉଛି।  ନିଜକୁ ସୁରକ୍ଷିତ ରଖିବା ଲାଗି ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ବି ଶିକ୍ଷା ଦିଆଯାଉଛି।  ଏତେସବୁ ଯୋଜନାସତ୍ତ୍ୱେ ମହିଳା ବିରୋଧୀ ଅପରାଧ କମିବା ପରିବର୍ତ୍ତେ ବଢିବା ଚିନ୍ତାଜନକ ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story