ପାର୍କରେ ଚାଲିଥିଲା ଡିଲ୍‌, ମାଡ଼ିବସିଲା ଏସ୍‌ଟିଏଫ୍‌ ଓ ବନ ବିଭାଗ

ବାରିପଦା (ମାଣିକଲାଲ ପାଣି): ପାର୍କ ପାଖରେ ଚାଲିଥିଲା ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଏସ୍‌ଟିଏଫ୍‌ ଓ ବାରିପଦା ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିକାଶ ବେଣ୍ଟକାର ଓ ତାଙ୍କ ସାଥୀ ବିକାଶ ବିନୟ ସିଂ। ବିକାଶ ବେଣ୍ଟକାର ଜଣେ କାଠ ମିସ୍ତ୍ରୀ ହୋଇଥିବା ବେଳେ ବିକାଶ ବିନୟ ଜଣେ ବି-ଟେସ୍‌ ପାସ ଛାତ୍ର। ଶିମିଳିପାଳ […]

Baripada

Baripada

Manoranjan Sial
  • Published: Monday, 20 September 2021
  • Updated: 20 September 2021, 07:25 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ପାର୍କ ପାଖରେ ଚାଲିଥିଲା ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଏସ୍‌ଟିଏଫ୍‌ ଓ ବାରିପଦା ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିକାଶ ବେଣ୍ଟକାର ଓ ତାଙ୍କ ସାଥୀ ବିକାଶ ବିନୟ ସିଂ। ବିକାଶ ବେଣ୍ଟକାର ଜଣେ କାଠ ମିସ୍ତ୍ରୀ ହୋଇଥିବା ବେଳେ ବିକାଶ ବିନୟ ଜଣେ ବି-ଟେସ୍‌ ପାସ ଛାତ୍ର।

ଶିମିଳିପାଳ ଅଭୟାରଣ୍ୟ ପାଖ ଗାଁରେ ବିକାଶ ବେଣ୍ଟକାର କାଠ କାମ କରୁଥିଲେ। ସେହି ସମୟରେ ସେଠାରୁ ସେ ଗୋଟିଏ ବାଘ ଛାଲ କିଣିଥିଲେ। ଏହି ଛାଲକୁ ବିକ୍ରି ପାଇଁ ବିକାଶ ତାଙ୍କ ସାଙ୍ଗ ବିକାଶ ବିନୟଙ୍କ ସହଯୋଗ ଲୋଡ଼ିଥିଲେ। ପରେ ଉଭୟ ସାଙ୍ଗ ମିଳିମିଶି ଫେସ୍‌ବୁକରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଚେନ୍ନାଇ ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବୋର୍ଡ ଦେଖି ଜବଲପୁର ଶାଖାକୁ ସୂଚନା ଦେଇଥିଲା। ଏହା ପରେ ଜବଲପୁର ଶାଖା ଓଡ଼ିଶା ଶାଖାକୁ ଜଣାଇଲା। ସେହି ସୂଚନା ଆଧାରରେ ଆଜି ଓଡ଼ିଶା ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବୋର୍ଡ, ଏସ୍‌ଟିଏଫ୍‌ ଓ ବନ ବିଭାଗ ସଦସ୍ୟମାନେ ମିଳିତ ଭାବେ ଚଢ଼ଉ କରି ବାଘ ଛାଲ ଜବତ କରିଥିଲା। ଏଥିସହ ବିକାଶ ଓ ବିକାଶ ବିନୟଙ୍କୁ ଗିରଫ କରିଛି।

ବାଘ ଛାଲରୁ ଏହା କମ୍‌ ବୟସର ବାଘ ବୋଲି ଅନୁମାନ କରାଯାଉଛି। ବାଘର ବୟସ, ଲିଙ୍ଗ ନିରୂପଣ ପାଇଁ ଡିଏନ୍‌ଏ ଚେଷ୍ଟା କରାଯିବ। ଏହି ରାକେଟରେ ଅନ୍ୟ କିଏ କିଏ ଅଛନ୍ତି, ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି ବାରିପଦା ଡିଏଫ୍‌ଓ ସନ୍ତୋଷ ଯୋଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story