ଦୁଇ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ, ଭୁବନେଶ୍ୱରରୁ ଯାଇ ବସ୍ତାରୁ ଧରିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢ଼ଉ କରି ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ। ଏହି ମାମଲାରେ ଭୁବନେଶ୍ୱର ଏସ୍‌ଟିଏଫ୍‌ ଜଣକୁ ଗିରଫ କରିଛି। ବ୍ରାଉନ୍‌ସୁଗର ଜବତ ନେଇ ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ନିଶା ମୂଳୋତ୍ପାଟନ କରିବା ଲକ୍ଷ୍ୟରେ ୨୦୨୦ ମସିହାରୁ ଓଡ଼ିଶା ପୁଲିସ ଅପରେଶନ୍‌ ଆରମ୍ଭ କରିଛି। ଆଜି ପର୍ଯ୍ୟନ୍ତ ପୁଲିସ […]

brown-suagr

brown-suagr

Manoranjan Sial
  • Published: Thursday, 24 June 2021
  • Updated: 24 June 2021, 04:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢ଼ଉ କରି ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ। ଏହି ମାମଲାରେ ଭୁବନେଶ୍ୱର ଏସ୍‌ଟିଏଫ୍‌ ଜଣକୁ ଗିରଫ କରିଛି। ବ୍ରାଉନ୍‌ସୁଗର ଜବତ ନେଇ ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ନିଶା ମୂଳୋତ୍ପାଟନ କରିବା ଲକ୍ଷ୍ୟରେ ୨୦୨୦ ମସିହାରୁ ଓଡ଼ିଶା ପୁଲିସ ଅପରେଶନ୍‌ ଆରମ୍ଭ କରିଛି। ଆଜି ପର୍ଯ୍ୟନ୍ତ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୪ କେଜି ବ୍ରାଉନ୍‌ସୁଗର ଜବତ କରିଛି। ସେହିପରି ୬୬ କ୍ୱିଣ୍ଟାଲ୍‌ ଗଞ୍ଜେଇ ମଧ୍ୟ ଜବତ କରିଛି। ଏହାଛଡ଼ା ନିଶା କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ସତ୍ତ୍ୱେ ଡ୍ରଗ୍ସ ମାଫିଆମାନେ ସେମାନଙ୍କ କାୟା ବିସ୍ତାର କରିଚାଲିଛନ୍ତି।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଏସ୍‌ଟିଏଫ୍‌ ଜଳେଶ୍ୱରରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲା। ଏଥିସହ କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା। ଜବତ ହୋଇଥିବା ବ୍ରାଉନ୍‌ସୁଗର ଚାଲାଣ ପାଇଁ ଯୋଜନା କରାଯାଉଥିବା ବେଳେ ଏସ୍‌ଟିଏଫ୍‌ ହାବୁଡ଼ରେ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story