ଷ୍ଟୋନ୍ ଟ୍ରାଜେଡିକୁ ବିତିଲା ୬୦ ଘଣ୍ଟା: ଏବେ ବି ପଥର ତଳେ ୨ ଜୀବନ

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳର ଷ୍ଟୋନ୍ ଟ୍ରାଜେଡିକୁ ବିତିଲାଣି ୬୦ ଘଣ୍ଟା। ତଥାପି ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର। ଗତକାଲି ରାତିରେ ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ୍ରାଫ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ କୌଶଳ ଆପଣାଇଥିଲେ। ତେବେ କୌଣସି କୌଶଳ କାମ କରିନଥିଲା। ଏମିତିକି ପଥର ଉଠାଇବା ପାଇଁ ଏନ୍ଏନ୍‌ଡିସ୍ କମ୍ପାନୀ ତରଫରୁ ଏକ ବଡ କ୍ରେନ୍ ମଧ୍ୟ ଅଣାଯାଇଥିଲା। ରାତିସାରା କସରତ ପରେ ମଧ୍ୟ ଏଥିରେ କୌଣସି […]

jeypore

jeypore

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 08:01 AM IST

Sports

Latest News

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳର ଷ୍ଟୋନ୍ ଟ୍ରାଜେଡିକୁ ବିତିଲାଣି ୬୦ ଘଣ୍ଟା। ତଥାପି ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର। ଗତକାଲି ରାତିରେ ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ୍ରାଫ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ କୌଶଳ ଆପଣାଇଥିଲେ। ତେବେ କୌଣସି କୌଶଳ କାମ କରିନଥିଲା। ଏମିତିକି ପଥର ଉଠାଇବା ପାଇଁ ଏନ୍ଏନ୍‌ଡିସ୍ କମ୍ପାନୀ ତରଫରୁ ଏକ ବଡ କ୍ରେନ୍ ମଧ୍ୟ ଅଣାଯାଇଥିଲା। ରାତିସାରା କସରତ ପରେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନଥିବାବେଳେ, ନିରାଶ ହୋଇ ଫେରିଥିଲା ପ୍ରଶାସନ।

ଆଜି ଏନେଇ କୌଣସି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।  ଗତକାଲି ମଧ୍ୟ ଅଗ୍ନିଶମ, ଓଡ଼୍ରାଫ୍ ଏବଂ ଏନଡିଆରଏଫ୍ ଯବାନଙ୍କ ସମସ୍ତ କୌଶଳ ବି ଫେଲ୍ ମାରିଥିଲା। ବିଶାଳକାୟ ପଥର ଗୁଡ଼ିକୁ କେମିତି ହଟାଯିବ, ତାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ୪୦ରୁ ୫୦ ଟନ୍ ଓଜନ ବିଶିଷ୍ଟ ବିରାଟକାୟ ପଥର ଖଣ୍ଡର ଗଦା ଭିତରେ ଫସିରହିଛନ୍ତି ଦୁଇ ଜେସିବି ଅପରେଟର୍। ଦେବଗଡ଼ର ଘନଶ୍ୟାମ ଗୁରୁ ଓ ଆଠଗଡ଼ର ସଞ୍ଜୟ ଦାସ।  

୩ ଦିନ ପରେ ବି ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଦୁଃଖରେ ଭାଙ୍ଗିପଡ଼ିଥିବା ଉଭୟଙ୍କ ପରିବାର ରାଣୀଗଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତା’ସହ ସଂପୃକ୍ତ ଠିକା ସଂସ୍ଥାର ଲାଇସେନ୍ସ ବାତିଲ୍ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story