ଗଞ୍ଜାମରେ ମାତିଛନ୍ତି ଷ୍ଟୋନ୍‌ମ୍ୟାନ୍‌, ଶୋଇଥିବା ବେଳେ ପଥରେ ଛେଚି ଦେଉଛନ୍ତି!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଷ୍ଟୋନ୍‌ମ୍ୟାନ୍‌ଙ୍କ ଆତଙ୍କ! ରାତିରେ ଶୋଇଥିବା ଲୋକଙ୍କୁ ପଥରରେ ଛେଚି ହତ୍ୟା କରାଯାଉଛି। ଆଉ ମୃତଦେହ ପାଖରେ ରକ୍ତରେ ପରବର୍ତ୍ତୀ ଟାର୍ଗେଟରଙ୍କ ନାଁ ଲେଖି ଯାଉଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗାଁରୁ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବିନାୟକ ପ୍ରଧାନ। ତାଙ୍କୁ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହା ଷ୍ଟୋନ୍‌ମ୍ୟାନ୍‌ର କାମ ବୋଲି ଅଭିଯୋଗ ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟିଥିବା […]

Ganjam

Ganjam

Manoranjan Sial
  • Published: Monday, 20 September 2021
  • Updated: 20 September 2021, 10:39 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଷ୍ଟୋନ୍‌ମ୍ୟାନ୍‌ଙ୍କ ଆତଙ୍କ! ରାତିରେ ଶୋଇଥିବା ଲୋକଙ୍କୁ ପଥରରେ ଛେଚି ହତ୍ୟା କରାଯାଉଛି। ଆଉ ମୃତଦେହ ପାଖରେ ରକ୍ତରେ ପରବର୍ତ୍ତୀ ଟାର୍ଗେଟରଙ୍କ ନାଁ ଲେଖି ଯାଉଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗାଁରୁ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବିନାୟକ ପ୍ରଧାନ। ତାଙ୍କୁ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହା ଷ୍ଟୋନ୍‌ମ୍ୟାନ୍‌ର କାମ ବୋଲି ଅଭିଯୋଗ ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।

ବିନାୟକ ପ୍ରଧାନ ଜଣେ ସରକାରୀ ମଦ ଦୋକାନୀ। ରବିବାର ରାତିରେ ସେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲେ ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି ବୋଲି ଲଖାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏନେଇ ଅଭିଯୋଗ ହେବା ପରେ ପୁରୁଷୋତ୍ତମପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଏକ ଜଙ୍ଗଲରେ ଭିତରେ ଗୋପନ କରିଥିବା ଜାଣିବାକୁ ପାଇ ପୁଲିସ ଚଢ଼ଉ କରିଥିଲା। ସେଠାରୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତର ଗତିପଥ ବଦଳାଇବା ପାଇଁ ଦୁର୍ବୃତ୍ତମାନେ ମୃତଦେହ ପାଖରେ ଅନ୍ୟ ଜଣଙ୍କ ନାଁ ଲେଖିଥିବା ଜଣାପଡ଼ିଛି। ତେବେ ତଦନ୍ତରେ ବ୍ୟାଘାତ ହେବ ବୋଲି ଆଶଙ୍କା କରି ପୁଲିସ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନି। ଏହି ହତ୍ୟାକାଣ୍ଡରେ ଆଉ କାହାର ହାତ ରହିଛି, ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।

ଧମକ ମିଳିଥିବା ଯୁବକ ଗୌଡ କହିଛନ୍ତି-“ମୁଁ ଗଲା ବେଳେ ଦେଖିଲି ମୃତଦେହ ପଡ଼ିଛି। ସେଠାରେ ରକ୍ତରେ ମୋ ନାଁ ଲେଖାଯାଇଛି। ତାଙ୍କର କଣ ଶତ୍ରୁତା ଥିବ ମୁଁ ଜାଣିନି। ସେଥିପାଇଁ ତାଙ୍କୁ ମାରିଦେଲେ। ଏବେ ମୋତେ ଟାର୍ଗେଟ କରିଛନ୍ତି।”

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ କହିଛନ୍ତି-“ବିନାୟକ ପ୍ରଧାନ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ପଥରରେ ଛେଚି ତାଙ୍କୁ ମାରି ଦେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story