ନିର୍ବାଚନ ବୈତରଣୀ ପାର୍‌ ହେବା ଆଶାରେ ‘ଆଶା’ଙ୍କୁ ଥୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ବର୍ଷରେ ଆଶାକର୍ମୀଙ୍କୁ ପ୍ରଲୋଭିତ କରିବାକୁ ନବୀନ ସରକାରଙ୍କ ନୂଆ ଯୋଜନା।  ସାଇକଲ୍, ଛତା, ଜୋତା ଆଦି ସାମଗ୍ରୀ କିଣିବା ପାଇଁ ପ୍ରତି ଆଶାକର୍ମୀ ପାଇବେ ୧୦ ହଜାର ଟଙ୍କା। ସେହିପରି ‘ଆଶା’ ଅବ୍ୟାହତି ଯୋଜନା ରାଶି ୧୦ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାକୁ ନିରୁତା ନିର୍ବାଚନୀ ଥୋପ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ସରକାରଙ୍କ ଏହି ନିର୍ବାଚନୀ ଥୋପ ପାଇଁ ଏବେ ଚର୍ଚ୍ଚାରେ ବିଜେଡି […]

15699

15699

Ordigital Desk
  • Published: Friday, 10 August 2018
  • Updated: 10 August 2018, 11:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ବର୍ଷରେ ଆଶାକର୍ମୀଙ୍କୁ ପ୍ରଲୋଭିତ କରିବାକୁ ନବୀନ ସରକାରଙ୍କ ନୂଆ ଯୋଜନା।  ସାଇକଲ୍, ଛତା, ଜୋତା ଆଦି ସାମଗ୍ରୀ କିଣିବା ପାଇଁ ପ୍ରତି ଆଶାକର୍ମୀ ପାଇବେ ୧୦ ହଜାର ଟଙ୍କା। ସେହିପରି 'ଆଶା' ଅବ୍ୟାହତି ଯୋଜନା ରାଶି ୧୦ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାକୁ ନିରୁତା ନିର୍ବାଚନୀ ଥୋପ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ।

ସରକାରଙ୍କ ଏହି ନିର୍ବାଚନୀ ଥୋପ ପାଇଁ ଏବେ ଚର୍ଚ୍ଚାରେ ବିଜେଡି ସରକାର। ରାଜ୍ୟରେ ଏବେ ୪୭ ହଜାରରୁ ଅଧିକ ଆଶାକର୍ମୀ ରହିଛନ୍ତି। ଯାହାଙ୍କ ଲାଗି ଏହିସବୁ ଯୋଜନା କରାଯାଇଛି। ଏହି ଟଙ୍କା ଆଶାକର୍ମୀ ଯେପରି ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ସେଇ ଲକ୍ଷ୍ୟ ନେଇ ସରକାର ପ୍ରଦାନ କରିଛନ୍ତି। ସେହିଭଳି ୧୦ ବର୍ଷର ସେବା ପରେ ଯେଉଁ ଆଶାକର୍ମୀ ସ୍ୱେଚ୍ଛାକୃତ ଅବସରେ ନେବେ, ସେମାନଙ୍କ ଲାଗି ପୂର୍ବରୁ ଥିବା ୧୦ ହଜାର ଅର୍ଥରାଶି ବଦଳରେ ଏଣିକି ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି।

କିନ୍ତୁ ଏହାକୁ ଖାଣ୍ଟି ନିର୍ବାଚନୀ ଥୋପ ବୋଲି କହିଛି ବିଜେପି। ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ବଦଳରେ ଏ କିଟ୍ ଘୋଷଣା କେବଳ ପ୍ରଚାର ସର୍ବସ୍ୱ। କଂଗ୍ରେସ ବି ସମାନ ଅଭିଯୋଗ ଆଣିବା ସହ, ନିର୍ବାଚନ ପୂର୍ବରୁ ଭୋଟ୍ ଅମଳ ଲାଗି ଏହା ସରକାରଙ୍କ ନୂଆ ଯୋଜନା ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story