ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ଏସ୍ଓପି ଉଲ୍ଳଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ(ଓଡ଼ିଶା ରିପୋର୍ଟର): ଚନ୍ଦନ ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ  ପୂରା ଆକ୍ସନ ମୁଡରେ ଅଛି ପୁରୀ ପୁଲିସ୍‌। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୁରୀ ଏସ୍‌ପି କନଓ୍ୱର ବିଶାଳ ସିଂ । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କୋଭିଡ କଟକଣା ପାଳନ ପାଇଁ ୬ଟି […]

chandan-yatra-in-puri

chandan-yatra-in-puri

Niharika Rout
  • Published: Saturday, 15 May 2021
  • Updated: 15 May 2021, 10:15 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଚନ୍ଦନ ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ  ପୂରା ଆକ୍ସନ ମୁଡରେ ଅଛି ପୁରୀ ପୁଲିସ୍‌। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୁରୀ ଏସ୍‌ପି କନଓ୍ୱର ବିଶାଳ ସିଂ ।

ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କୋଭିଡ କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଯାତ୍ରା ସହ ଜଡିତ ସେବାୟତ ଓ କର୍ମଚାରୀ ହିଁ କେବଳ ସାମିଲ ହେବେ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସ୍‌ପି, ୮ ଇନ୍ସପେକ୍ଟର, ୫୦  କନଷ୍ଟେବଲ, ୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଏସଓପି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି ।

ଅପରପକ୍ଷେ, ଚନ୍ଦନଯାତ୍ରା ସହ ସମ୍ପୃକ୍ତ ସେବାୟତ ଓ ଅଧିକାରୀଙ୍କର ଶେଷ ହେଲା କୋଭିଡ୍ ଟେଷ୍ଟ । ୨୫୦ରୁ ଅଧିକ ସେବାୟତ ଓ କର୍ମଚାରୀଙ୍କର ଟେଷ୍ଟ କରାଯାଇଛି । ନେଗେଟିଭ୍ ବାହାରିଥିବା ସେବାୟତ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ପଜିଟିଭ୍ ଥିବା ସେବାୟତଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।

୧୪୪ ଧାରା ଜାରି ଯୋଗୁଁ ପାସ୍ ଦିଆଯାଇଥିବା ସେବାୟତ ଓ କର୍ମଚାରୀଙ୍କ ସହାୟତାରେ ଚନ୍ଦନ ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story