ଓଡ଼ିଶା ସୀମାରେ କଟକଣା ବଢ଼ିଲା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଛତିଶଗଡ଼ରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଯାହାକୁ ଦେଖି ଓଡ଼ିଶା ସରକାର ତତ୍ପର ହୋଇଛନ୍ତି। ଛତିଶଗଡ଼ ରାଜ୍ୟର ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସମସ୍ତଙ୍କ ତଥ୍ୟ ରଖୁଛି ଜିଲ୍ଲା ପ୍ରଶାସନ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ମାଲକାନଗିରିରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ୧୩୦(ସି) ସନ୍ଧିକୁଲିହାରୀ ବୋର୍ଡରରେ ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକିଂ କଡାକଡି […]

kalahindi

kalahindi

Manoranjan Sial
  • Published: Friday, 02 April 2021
  • Updated: 02 April 2021, 05:09 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଛତିଶଗଡ଼ରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଯାହାକୁ ଦେଖି ଓଡ଼ିଶା ସରକାର ତତ୍ପର ହୋଇଛନ୍ତି। ଛତିଶଗଡ଼ ରାଜ୍ୟର ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସମସ୍ତଙ୍କ ତଥ୍ୟ ରଖୁଛି ଜିଲ୍ଲା ପ୍ରଶାସନ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ମାଲକାନଗିରିରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ୧୩୦(ସି) ସନ୍ଧିକୁଲିହାରୀ ବୋର୍ଡରରେ ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକିଂ କଡାକଡି କରାଯାଇଛି। ଜିଲ୍ଲାରେ ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଯାଞ୍ଚକୁ ଜୋରଦାର କରାଯାଇଛି। ଏହାଛଡ଼ା ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ବିଶେଷ କରି ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ପରିଚୟ ଯଥା ଯାତ୍ରାର ସଂପୂର୍ଣ୍ଣ ବିବରଣୀ ଓ ଫୋନ୍‌ ନମ୍ୱର ରଖାଯାଉଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ମାସ୍କ ନପିନ୍ଧିଲେ ୫୦୦ରୁ ହଜେରା ଟଙ୍କା ଜରିମାନା

ସେପଟେ ସଂକ୍ରମଣ ଏଡ଼ାଇବାକୁ କଡ଼ା କଟକଣା ଲଗାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ। ଦୋକାନରେ ସାମାଜିକ ଦୂରତା ପାଇଁ ଦଉଡ଼ି ବାନ୍ଧିବେ ଦୋକାନୀ। ଦୋକାନକୁ ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଜରିମାନା ଦେବେ ଦୋକାନୀ। ହୋଟେଲ ଓ ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ସିଲ୍‌ କରାଯିବ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫ ଶହରୁ ୧ ହଜାର ଯାଏଁ ଜରିମାନା ହେବ। ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାନିଯାତ୍ରା ସଂପୂର୍ଣ୍ଣ ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story