ପାଣି ପାଇଁ ଧାରଣା: ବ୍ଲକ ଅଫିସରେ ଧସେଇ ପଶିଲେ, ପାଣି ପାଇପ୍‌ ଭାଙ୍ଗିଲେ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପାନୀୟ ଜଳ ସମସ୍ୟାକୁ ନେଇ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଚାଲିଥିବା ଆନ୍ଦୋଲନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଦୁଇଟି ଗ୍ରାମର ମହିଳା ଓ ପୁରୁଷ ପାନୀୟ ଜଳ ସମସ୍ୟା ଦୂର କରିବା ଦାବିରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଗ୍ରାମବାସୀଙ୍କ ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ କରାଯିବା ସହ ଆଜି ବ୍ଲକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାଣି ପାଇପ୍‌କୁ ଭାଙ୍ଗି ଦେଇଛନ୍ତି। […]

umarkot

umarkot

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 06:25 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପାନୀୟ ଜଳ ସମସ୍ୟାକୁ ନେଇ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଚାଲିଥିବା ଆନ୍ଦୋଲନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଦୁଇଟି ଗ୍ରାମର ମହିଳା ଓ ପୁରୁଷ ପାନୀୟ ଜଳ ସମସ୍ୟା ଦୂର କରିବା ଦାବିରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଗ୍ରାମବାସୀଙ୍କ ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ କରାଯିବା ସହ ଆଜି ବ୍ଲକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାଣି ପାଇପ୍‌କୁ ଭାଙ୍ଗି ଦେଇଛନ୍ତି। ଗ୍ରାମବାସୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଚେତାବନୀ ଦେଇଛନ୍ତି।

umarkotସୂଚନାଯୋଗ୍ୟ, ପାଟଖଲିଆ ପଞ୍ଚାୟତର ଗୋପୀ ସାହି ଓ ଫଟକି ପଞ୍ଚାୟତର ଚଚରାଘାଟି ଗାଁ ଲୋକେ ଦୀର୍ଘଦିନ ହେବ ପାନୀୟ ଜଳକୁ ନେଇ ସମସ୍ୟାରେ ପଡିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ସେମାନଙ୍କ କଥା ଶୁଣୁ ନଥିବା ଅଭିଯୋଗ କରି ଗତକାଲି ଦୁଇ ଗାଁର ମହିଳା ଓ ପୁରୁଷମାନେ କଳସୀ, ଗରା ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ପ୍ରଶାସନ ପକ୍ଷରୁ କେହି ସେମାନଙ୍କ ସହ ଆଲୋଚନା ନକରିବାରୁ ଶତାଧିକ ମହିଲା ଓ ପୁରୁଷ ରାତିରେ ମଧ୍ୟ ଧାରଣା ଜାରି ରଖିଥିଲେ। ଆଜି ସକାଳେ କଂଗ୍ରେସ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଆନ୍ଦୋଳନ ସ୍ଥଳରେ ପଂହଞ୍ଚି ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story