ନିଖୋଜ ତିନି ଛାତ୍ରଙ୍କ ମୃତଦେହ ଉଦ୍ଧାର

କୋଣାର୍କ (ସଞ୍ଜୟ ପତି): କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ତିନି ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ର କମଳ ଲୋଚନ ଜେନା। ଅନ୍ୟଜଣଙ୍କର ପରିଚୟ ମିଳିନାହିଁ। ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ସକାଳେ ଧିରପୁରର ବାଲିଘାଟ ନିକଟରେ […]

student-deadbody

student-deadbody

Tapaswini Nayak
  • Published: Wednesday, 17 April 2019
  • Updated: 17 April 2019, 09:45 AM IST

Sports

Latest News

କୋଣାର୍କ (ସଞ୍ଜୟ ପତି): କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ତିନି ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ର କମଳ ଲୋଚନ ଜେନା। ଅନ୍ୟଜଣଙ୍କର ପରିଚୟ ମିଳିନାହିଁ।

ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା।

ଗତକାଲି ସକାଳେ ଧିରପୁରର ବାଲିଘାଟ ନିକଟରେ ଏହି ତିନି ଛାତ୍ର ଗାଧୋଉଥିବା ବେଳେ ବୁଡିଯାଇଥିଲେ। ବାଲି ଉଠାଣ ଯୋଗୁ ନଦୀରେ ଗଭୀର ଗଣ୍ଡ ସୃଷ୍ଟି ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story