ପୁରୀ ସମୁଦ୍ରରେ ବୁଡି ଜଣେ ଛାତ୍ର ମୃତ, ଅନ୍ୟ ଜଣେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗୋଧୋଇବା ବେଳେ ବୁଡ଼ିଯାଇ ଜଣେ ଇଞ୍ଜିନିୟରିଂ ଛାତ୍ର ମୃତ ଘଟିଛି। ଏହି ଘଟଣାରେ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କୁ ନିକଟରେ ଥିବା ଲୋକେ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଭୋଜି କରିବାକୁ ମଙ୍ଗଳା ନଦୀ ମୁହାଣ ନିକଟକୁ ଯାଇଥିଲେ। ସେଠାରେ ଗୋଧୋଇବା ବେଳେ ଏହି ଅଘଟଣ ଘଟିଛି।

Student drowned at Puri Beach

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 09:22 PM IST

ପୁରୀ: ପୁରୀ ସମୁଦ୍ରରେ ଗୋଧୋଇବା ବେଳେ ବୁଡ଼ିଯାଇ ଜଣେ ଇଞ୍ଜିନିୟରିଂ ଛାତ୍ର ମୃତ ଘଟିଛି। ଏହି ଘଟଣାରେ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କୁ ନିକଟରେ ଥିବା ଲୋକେ ଉଦ୍ଧାର କରିଛନ୍ତି।

ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଭୋଜି କରିବାକୁ ମଙ୍ଗଳା ନଦୀ ମୁହାଣ ନିକଟକୁ ଯାଇଥିଲେ। ସେଠାରେ ଗୋଧୋଇବା ବେଳେ ଏହି ଅଘଟଣ ଘଟିଛି।

Related story