ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ, ସନ୍ଦେହ କରୁଛି ପୁଲିସ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଝରକା ଦେଉଥିବା ବେଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ପୁଲିସ ଆଉ କିଛି କଥା କହୁଛି। ମୃତ ଛାତ୍ରୀଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ବଜ୍ରାଘାତ କିମ୍ୱା ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଆଜି ଏମିତି ଅଘଟଣ ସୁନ୍ଦରଗଡ଼ ଜିଲ୍ଲା ବ୍ରହ୍ମଣ […]

death

death

Manoranjan Sial
  • Published: Wednesday, 02 October 2019
  • Updated: 02 October 2019, 10:53 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଝରକା ଦେଉଥିବା ବେଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ପୁଲିସ ଆଉ କିଛି କଥା କହୁଛି। ମୃତ ଛାତ୍ରୀଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ବଜ୍ରାଘାତ କିମ୍ୱା ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଆଜି ଏମିତି ଅଘଟଣ ସୁନ୍ଦରଗଡ଼ ଜିଲ୍ଲା ବ୍ରହ୍ମଣ ତରଙ୍ଗ ଥାନା ଅଞ୍ଚଳରେ ଘଟିଛି।

କେ. ବଳଙ୍ଗ ଥାନା ଅଞ୍ଚଳର ରଶ୍ମିତା କେର୍କେଟା ରଙ୍ଗାମାଟି ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି। ବଧୁବାର ଅପରାହ୍ନରେ ସେ ସ୍କୁଲର ଝରକା ବନ୍ଦ କରୁଥିବା ବେଳେ ହଠାତ୍‌ ପଡ଼ି ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ବିରିକେରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଳୁଙ୍ଗା ଫାଣ୍ଡି ଓ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ମେଡିକାଲ୍‌ରେ ପହଞ୍ଚି ଥିଲେ। ମାତ୍ର ମୃତ ଛାତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ପାଇନଥିଲେ। ତେବେ ଛାତ୍ରୀଙ୍କ ଶରୀର କଳା ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ।

ଅଭିଯୋଗରୁ ପ୍ରକାଶ, ଆଶ୍ରମ ସ୍କୁଲ ପରିସରରେ ଏକ ଟ୍ରାନ୍ସଫର୍ମର ରହିଛି। ଏହି ଟ୍ରାନ୍ସଫର୍ମରରୁ ବେଆଇନ ଭାବେ ବହୁ ବିଦ୍ୟୁତ ତାର ଯାଇଛି। ତେଣୁ ବିଦ୍ୟୁତ ଆଘାତ ବା ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ଛାତ୍ରୀଙ୍କ ବାପା ଓ ମାଆ ଆସି ନଥିବାରୁ ମୃତଦେହକୁ ରାଉରକେଲା ସରକାରୀ ହସ୍ପିଟାଲରେ ରଖାଯାଇଛି। ଆସନ୍ତାକାଲି ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story