ଟ୍ୟୁସନ୍‌ରୁ ଫେରିବା ବେଳେ ଛାତ୍ରଙ୍କୁ ଧକ୍କା ଦେଲା କାର୍‌

ଆନନ୍ଦପୁର(ମୁନା ସିଂ ):ଆନନ୍ଦପୁର ଭଦ୍ରକ ରାସ୍ତାର ବଞ୍ଚ ଛକ ନିକଟରେ କାର୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମୋହନ ସାହୁ। ଘର ଦଧିବାମନପୁରର ବୋଲି ଜଣାପଡ଼ିଛି। ସେ  ବଞ୍ଚ ହାଇସ୍କୁଲ ର ଦଶମ ଶ୍ରେଣୀର ଛାତ୍ର। ଆଜି ମୋହନ ବଞ୍ଚ ଗାଁକୁ ଟ୍ୟୁସନ ଯାଇଥିଲେ। ସେଠାରୁ ଫେରିବା ରାସ୍ତାରେ ତାଙ୍କ ସାଇକେଲକୁ ଭଦ୍ରକ ପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ତା‌ଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ […]

zz-1

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 01:53 PM IST

ଆନନ୍ଦପୁର(ମୁନା ସିଂ ):ଆନନ୍ଦପୁର ଭଦ୍ରକ ରାସ୍ତାର ବଞ୍ଚ ଛକ ନିକଟରେ କାର୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମୋହନ ସାହୁ। ଘର ଦଧିବାମନପୁରର ବୋଲି ଜଣାପଡ଼ିଛି। ସେ  ବଞ୍ଚ ହାଇସ୍କୁଲ ର ଦଶମ ଶ୍ରେଣୀର ଛାତ୍ର।

ଆଜି ମୋହନ ବଞ୍ଚ ଗାଁକୁ ଟ୍ୟୁସନ ଯାଇଥିଲେ। ସେଠାରୁ ଫେରିବା ରାସ୍ତାରେ ତାଙ୍କ ସାଇକେଲକୁ ଭଦ୍ରକ ପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ତା‌ଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଛି।

Related story