ସ୍କୁଲରେ ସାରଙ୍କ ନିର୍ଘାତ ମାଡ଼, ଥାନାରେ ମାମଲା

ବୌଦ୍ଧ(ଦୀପକ ଅଦର): ପ୍ରତ୍ୟକ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ପିଲାଙ୍କୁ ହୋଇଛି ନିର୍ଘାତ ମାଡ଼। ସବୁ ନିୟମକୁ ଜଳାଞ୍ଜଳି ଦେଇ ପିଲାଙ୍କୁ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ରୁ ଆସିଛି। ଛତ୍ରଙ୍ଗ ପଞ୍ଚାୟତରେ ରହିଛି ଝାରଖମନ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ବିକାଶ ବେହେରା। ବିକାଶଙ୍କୁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ଗୀତ ଲେଖି […]

Boudh

Boudh

Manoranjan Sial
  • Published: Saturday, 23 July 2022
  • Updated: 23 July 2022, 06:06 PM IST

Sports

Latest News

ବୌଦ୍ଧ(ଦୀପକ ଅଦର): ପ୍ରତ୍ୟକ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ପିଲାଙ୍କୁ ହୋଇଛି ନିର୍ଘାତ ମାଡ଼। ସବୁ ନିୟମକୁ ଜଳାଞ୍ଜଳି ଦେଇ ପିଲାଙ୍କୁ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ରୁ ଆସିଛି।

ଛତ୍ରଙ୍ଗ ପଞ୍ଚାୟତରେ ରହିଛି ଝାରଖମନ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ବିକାଶ ବେହେରା। ବିକାଶଙ୍କୁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ଗୀତ ଲେଖି ଆଣିବାକୁ କହିଥିଲେ। କିନ୍ତୁ ବିକାଶ ଗୀତ ଲେଖି ପାରିନଥିଲେ। ଯେଉଁଥିପାଇଁ ଶିକ୍ଷକ ଶ୍ରୀ ସାହୁ ତାଙ୍କୁ ମାଡ଼ ମାରିଥିଲେ। ମାଡ଼ ଏମିତି ହୋଇଥିଲା ଯେ ପିଲାର ପିଠି, ଜଙ୍ଗ, ଗୋଡ଼ରେ ମାଡ଼ର ଚିହ୍ନ ହୋଇଛି।

ସ୍କୁଲ ଛୁଟି ହେବା ପରେ ବିକାଶ ଘରକୁ ଆସିଥିଲା। ତାକୁ ଜ୍ୱର ହୋଇଥିଲା। ପରେ ବିକାଶ ଘଟଣା ସମ୍ପର୍କରେ ବାପା ବୁଲୁ ବେହେରାଙ୍କୁ ଜଣାଇଥିଲା। ଏହା ବିକାଶକୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ। ଏଥିସହ ଶିକ୍ଷକଙ୍କ ବିରୋଧରେ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାଡ଼ ନେଇ ମାଡ଼ ମାରିଥିବା ଶିକ୍ଷକ କିମ୍ୱା ବ୍ଲକ ଶିକ୍ଷା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story