ହାଇୱା ଧକ୍କାରେ ଛାତ୍ରୀ ଗୁରୁତର ଘଟଣା: କ୍ଷତିପୂରଣ ଦାବିରେ ଖଣ୍ଡପଡ଼ା ବୋରକୋଳିରେ ରାସ୍ତାରୋକ

ନୟାଗଡ଼: ନୟାଗଡ଼ରେ ହାଇୱା ଧକ୍କାରେ ଗୁରୁତର କଲେଜ ଛାତ୍ରୀଙ୍କୁ କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ଲୋକ ଖଣ୍ଡପଡ଼ା ବରକୋଳିରେ ରାସ୍ତାରୋକ କରିଥିଲେ। ଫଳରେ ଖଣ୍ଡପଡ଼ା-କଣ୍ଟିଲୋ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

nayagrah

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 06:46 PM IST

Related story