କମାଲ୍‌ କଲେ ଛାତ୍ରଛାତ୍ରୀ, ତିଆରି କଲେ ଇ-ବାଇକ୍‌ ଓ ରିକ୍ସା

ରାୟଗଡ଼(ମନୋଜ ପାତ୍ର): ଆଉ ରହିବନି ପେଟ୍ରୋଲ୍‌ ବା ଡିଜେଲ୍‌ର ଛିନ୍‌ଛଟ୍‌। ଏଣିକି ଚାର୍ଜ କଲେ ଚାଲିବ ବାଇକ୍‌ ଓ ରିକ୍ସା। ତାହା ପୁଣି ବିଦ୍ୟୁତ ଓ ସୋଲାର ଚାର୍ଜ ହୋଇପାରିବ। ଏଥିପାଇଁ ବାୟୁମଣ୍ଡଳ ଦୂଷିତ ହେବାର ନାହିଁ। ମହଙ୍ଗା ମାଡ଼ ଭିତରେ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏପରି ଇ-ବାଇକ୍‌ ଓ ଅଟୋ ରିକ୍ସା ତିଆରି କରିଛନ୍ତି। ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଭାବେ ତିଆରି କରିଛନ୍ତି […]

Rayagada

Rayagada

Manoranjan Sial
  • Published: Thursday, 23 September 2021
  • Updated: 23 September 2021, 09:27 PM IST

Sports

Latest News

ରାୟଗଡ଼(ମନୋଜ ପାତ୍ର): ଆଉ ରହିବନି ପେଟ୍ରୋଲ୍‌ ବା ଡିଜେଲ୍‌ର ଛିନ୍‌ଛଟ୍‌। ଏଣିକି ଚାର୍ଜ କଲେ ଚାଲିବ ବାଇକ୍‌ ଓ ରିକ୍ସା। ତାହା ପୁଣି ବିଦ୍ୟୁତ ଓ ସୋଲାର ଚାର୍ଜ ହୋଇପାରିବ। ଏଥିପାଇଁ ବାୟୁମଣ୍ଡଳ ଦୂଷିତ ହେବାର ନାହିଁ। ମହଙ୍ଗା ମାଡ଼ ଭିତରେ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏପରି ଇ-ବାଇକ୍‌ ଓ ଅଟୋ ରିକ୍ସା ତିଆରି କରିଛନ୍ତି।

ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଭାବେ ତିଆରି କରିଛନ୍ତି ବିଦ୍ୟୁତ ଚାଲିତ ବାଇକ ଓ ରିକ୍ସା। ଛାତ୍ର ସୁବ୍ରତ କୁମାର ପଣ୍ଡା ଓ ତାଙ୍କ ଟିମ୍‌‌ କରିଛନ୍ତି ଏହି ଇ-ବାଇକ। ଯେଉଁଥିରେ ବିଏଲ୍‌ଡିସି ମୋଟର, ୪୮ ଭୋଲଟ୍‌ ୨୦ ଆମ୍ପିୟର ବିଶିଷ୍ଟ ୪ଟି ବ୍ୟାଟେରି ସହ ସୋଲାର ପ୍ଲେଟ ରହିଛି। ଯହାଦ୍ୱାରା ବାଇକଟି ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ୱାରା ଚାଲୁଛି। ବ୍ୟାଟେରୀଟି ୩ ଘଣ୍ଟା ଚାର୍ଜ କଲେ ବାଇକ୍‌ ୬୦ କିଲୋମିଟର ଯାଇପାରିବ। ଦିନରେ ସୋଲାରରେ ଅନିର୍ଦ୍ଧିଷ୍ଟ ସମୟ ଯାଏ ବାଇକ୍‌ ଚାଲିବା ସହିତ ବ୍ୟାଟେରୀ ଚାର୍ଯ୍ୟ ହୋଇପାରିବ। ଏହାର ଘଣ୍ଟା ପ୍ରତି ବେଗ ୪୦ କିମି ରହିଛି।

ସେହିପରି ଇ-ରିକ୍ସାରେ ବିଏ ବିଏଲ୍‌ଡିସି ହବ୍‌‌ ମୋଟର, ବ୍ୟାଟେରୀ ଖଞ୍ଜା ଯାଇଛି। ଏହାର ଘଣ୍ଟାପ୍ରତି ବେଗ ୨୦ କିଲୋମିଟର ରହିବ ବୋଲି ଇଂଜିନିୟରିଂ ଛାତ୍ରମାନେ କହିଛନ୍ତି। ଏହା ଦ୍ୱାରା ତୈଳ ଖର୍ଚ୍ଚ ହ୍ରାସ୍‌ ହୋଇ ପାରିବା ସାଙ୍ଗକୁ ପ୍ରଦୂଷଣ ମଧ୍ୟ କମିବ ବୋଲି ଛାତ୍ରମାନେ ଆଶା କରିଛନ୍ତି।

ଲକ୍‌ ଡାଉନ୍‌‌ ସମୟରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଇ-ବାଇକ ଓ ଇ-ରିକ୍ସା ନିର୍ମାଣ କରିବାରେ ସଫଳ ହୋଇ ପାରିଛନ୍ତି। ନିଜସ୍ୱ ଆଗ୍ରହ ଓ ଜ୍ଞାନକୌଶଳ ସାଙ୍ଗକୁ ଶିକ୍ଷକମାନଙ୍କ ଅହରହ ପ୍ରେରଣା ଯୋଗୁ ଛାତ୍ରମାନେ ଏଭଳି କରିବାରେ ସକ୍ଷମ ହୋଇଛନ୍ତି। ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କିଛିକିଛି ଯନ୍ତ୍ରାଂଶ ସାଙ୍ଗକୁ ଉପାଦନ ଯୋଗାଇ ଦିଆଯାଇଛି। ଏଭଳି ନିର୍ମାଣ ଛାତ୍ରଛାତ୍ରୀଙ୍କୁ ଅଗାମୀ ଦିନରେ ଉତ୍ସାହ ଯୋଗାଇବା ସହ ଆହୁରି ନୂତନ ଉଦ୍ଭାବନ ପାଇଁ ବାଟ ଦେଖାଇବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ବିମ୍ୱାଧର ସାହୁ ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story