ରେଜଲ୍ଟ ଖରାପ ହେବାରୁ ଗାଳିଦେଲେ ବାପା: ୨୪ ଦିନ ହେଲା ଘରକୁ ଫେରିନି ପୁଅ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଯୁକ୍ତଦୁଇ ପରୀକ୍ଷାରେ କମ ନମ୍ବର ରଖିବାରୁ ବାପା ପାଟିକଲେ। ତେଣୁ ଘର ଛାଡି କେଉଁଆଡେ ଚାଲିଗଲେ ଛାତ୍ର। ଘର ଲୋକ ଭାବିଥିଲେ ପରୀକ୍ଷା ଫଳ ଖରାପ ଥିବାରୁ କୌଣସି ବନ୍ଧୁ ଘରକୁ ପଳାଇଥିବ କିମ୍ବା ସାଙ୍ଗସାଥୀଙ୍କ ପାଖରେ ଥିବ। ହେଲେ ଏହା ମଧ୍ୟରେ ୨୪ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଙ୍କର କୌଣସି ଖୋଜଖବର ନାହିଁ। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ପୁଅକୁ ଖୋଜିବାକୁ ଏବେ ସୋସିଆଲ ମିଡିଆର ସାହାରା […]

student

student

Rakesh Mallick
  • Published: Monday, 11 June 2018
  • Updated: 11 June 2018, 08:26 AM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଯୁକ୍ତଦୁଇ ପରୀକ୍ଷାରେ କମ ନମ୍ବର ରଖିବାରୁ ବାପା ପାଟିକଲେ। ତେଣୁ ଘର ଛାଡି କେଉଁଆଡେ ଚାଲିଗଲେ ଛାତ୍ର। ଘର ଲୋକ ଭାବିଥିଲେ ପରୀକ୍ଷା ଫଳ ଖରାପ ଥିବାରୁ କୌଣସି ବନ୍ଧୁ ଘରକୁ ପଳାଇଥିବ କିମ୍ବା ସାଙ୍ଗସାଥୀଙ୍କ ପାଖରେ ଥିବ। ହେଲେ ଏହା ମଧ୍ୟରେ ୨୪ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଙ୍କର କୌଣସି ଖୋଜଖବର ନାହିଁ। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ପୁଅକୁ ଖୋଜିବାକୁ ଏବେ ସୋସିଆଲ ମିଡିଆର ସାହାରା ନେଇଛନ୍ତି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ।

studentଅଭିଯୋଗ ଅନୁସାରେ ଉମରକୋଟ ଥାନାରେ ହାବିଲଦାର ଭାବେ କାର୍ଯ୍ୟରତ ବଂଶୀଧର ପ୍ରଧାନଙ୍କ ପୁଅ ପାର୍ଥସାରଥି ପ୍ରଧାନ ଭୁବନେଶ୍ୱର ସ୍ଥିତ ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇରେ ପଢ଼ୁଥିଲେ। ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କେ-ବ୍ରହ୍ମପୁରରେ। ପରୀକ୍ଷାରେ କମ ନମ୍ବର ରଖିବାରୁ ପାର୍ଥଙ୍କୁ ବଂଶୀଧର ଗାଲି ଦେଇଥିଲେ। ଫଳରେ ମେ’ ୧୯ ତାରିଖରୁ ସେ ଘର ଛାଡି କେଉଁଆଡେ ଚାଲିଯାଇଛନ୍ତି।

studentବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ବଂଶୀଧର ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି। ସେ ପାର୍ଥଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର କୌଣସି ସନ୍ଧାନ ପାଆନ୍ତି ୯୪୩୮୫୧୬୯୭୪ କିମ୍ବା ୯୪୩୮୫୨୭୩୪୦ରେ ଜଣାଇବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story