ପାଠପଢା ଛାଡି ସରକାରୀ ସ୍କୁଲରେ ପାଲ ଟାଣୁଛନ୍ତି ଛାତ୍ର

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗତିକେଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ପାଠପଢ଼ା ଛାଡି ପାଲ ଟଣା କାମରେ ଲାଗିଥିବା ଅଭିଯୋଗ ହୋଇଛି। ୩ଜଣ ଛାତ୍ର ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲର ଆଜବେଷ୍ଟସ ଉପରେ ପାଲ ପକାଉଥିବା ଦେଖିବାକୁ ମିଳିଥିଲା। ବର୍ଷା ପଡୁଥିବା ଛାତ୍ରମାନେ ପାଲ ପକାଇବା ପାଇଁ&nbsp; ଉପରକୁ ଚଢାଯାଇଥିବା ଅଭିଯୋଗ ହୋଇଛି।</p> <p>ଏଭଳି ଘଟଣାକୁ ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି। ଛାତ୍ର ନୁହଁନ୍ତି, ପିଅନ ଆଜବେଷ୍ଟସ ଉପରେ ପାଲ ପକାଇଥିଲେ। ଛାତ୍ରମାନେ କେବଳ ତାଙ୍କୁ ସହାୟତା କରିଥିଲେ ବୋଲି ପ୍ରଧାନଶିକ୍ଷକ ସଫେଇ ଦେଇଛନ୍ତି।</p>

Ordigital Desk
  • Published: Friday, 17 November 2017
  • Updated: 17 November 2017, 06:08 PM IST

Sports

Latest News

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗତିକେଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ପାଠପଢ଼ା ଛାଡି ପାଲ ଟଣା କାମରେ ଲାଗିଥିବା ଅଭିଯୋଗ ହୋଇଛି। ୩ଜଣ ଛାତ୍ର ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲର ଆଜବେଷ୍ଟସ ଉପରେ ପାଲ ପକାଉଥିବା ଦେଖିବାକୁ ମିଳିଥିଲା। ବର୍ଷା ପଡୁଥିବା ଛାତ୍ରମାନେ ପାଲ ପକାଇବା ପାଇଁ&nbsp; ଉପରକୁ ଚଢାଯାଇଥିବା ଅଭିଯୋଗ ହୋଇଛି।</p><p>ଏଭଳି ଘଟଣାକୁ ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି। ଛାତ୍ର ନୁହଁନ୍ତି, ପିଅନ ଆଜବେଷ୍ଟସ ଉପରେ ପାଲ ପକାଇଥିଲେ। ଛାତ୍ରମାନେ କେବଳ ତାଙ୍କୁ ସହାୟତା କରିଥିଲେ ବୋଲି ପ୍ରଧାନଶିକ୍ଷକ ସଫେଇ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos