ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ: କଲେଜରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଲେ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଅଣଛାତ୍ର ପ୍ରବେଶକୁ ନେଇ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଛାତ୍ରମାନେ କଲେଜ୍‌ ଗେଟ୍‌ରେ ତାଲା ପକାଇବା ସହ ଟାୟର ଜାଳି ଆନ୍ଦୋଳନ କରିଛନ୍ତି। କଲେଜରେ ବାରମ୍ବାର ଅଣଛାତ୍ର ପ୍ରବେଶ କରୁଛନ୍ତି। ଗତକାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଏନେଇ ଛାତ୍ରମାନେ ଅଭିଯୋଗ କରିବା ପରେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବା ଅଭିଯୋଗ କରି ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

college2

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 02:37 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଅଣଛାତ୍ର ପ୍ରବେଶକୁ ନେଇ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଛାତ୍ରମାନେ କଲେଜ୍‌ ଗେଟ୍‌ରେ ତାଲା ପକାଇବା ସହ ଟାୟର ଜାଳି ଆନ୍ଦୋଳନ କରିଛନ୍ତି।

କଲେଜରେ ବାରମ୍ବାର ଅଣଛାତ୍ର ପ୍ରବେଶ କରୁଛନ୍ତି। ଗତକାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଏନେଇ ଛାତ୍ରମାନେ ଅଭିଯୋଗ କରିବା ପରେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବା ଅଭିଯୋଗ କରି ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Related story