ଏହି ୱେବସାଇଟ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥା କରାଯାଇଛି। ଇ-ଲେକଚର ବ୍ୟବସ୍ଥାକୁ ଆଜି ଲୋକାର୍ପଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଇ-ଲେକଚର ଦ୍ୱାରା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବର୍ତ୍ତମାନ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ୱ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର୍‌ ପେପରର ଇ-ଲେକ୍ଚର ପ୍ରସ୍ତୁତ […]

Students

Students

Manoranjan Sial
  • Published: Thursday, 08 July 2021
  • Updated: 08 July 2021, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥା କରାଯାଇଛି। ଇ-ଲେକଚର ବ୍ୟବସ୍ଥାକୁ ଆଜି ଲୋକାର୍ପଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଇ-ଲେକଚର ଦ୍ୱାରା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବର୍ତ୍ତମାନ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ୱ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର୍‌ ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ https://vtputkal.odisha.gov.in ୱେବ ପୋର୍ଟାଲରେ ଅପଲୋଡ୍‌ କରାଯାଇଛି। ବାକି ସିମେଷ୍ଟରର ଏହି ୧୧ଟି ବିଷୟରେ ଇ-ଲେକଚର ଯଥା ସମୟରେ ଅପଲୋଡ କରାଯିବ ବୋଲି କୁହାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ମାଧ୍ୟମରେ ଏହି ଇ-ଲେକଚରର ବ୍ୟବସ୍ଥା କରାଯାଇଛି।

ମହାମାରୀ କରୋନା ପାଇଁ ଶିକ୍ଷାନୁଷ୍ଠାନ ଗୋଡ଼ିକ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ଗୋଡ଼ିକ କେବେ ଖୋଲି ତାହା ଉପରେ ସରକାର କିଛି ସ୍ଫଷ୍ଟ ସୂଚନା ଦେଉନାହାନ୍ତି। ସେପଟେ ମ୍ୟାଟ୍ରକ୍‌ ରେଜଲ୍‌ଟ ବିନା ପରୀକ୍ଷାରେ ପ୍ରକାଶ ପାଇଛି। ଯୁକ୍ତ ଦୁଇ ରେଜଲ୍‌ଟ ମଧ୍ୟ ସେହି ଫର୍ମାଟରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ହେଲେ ସ୍ନାତକ ଛାତ୍ରଛାତ୍ରୀମାନେ କେମିତି ପାଠ ପଢ଼ିବେ? ସେମାନଙ୍କ ରେଜଲ୍‌ଟ କେମିତି ପ୍ରକାଶ ପାଇବ? ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଆଜି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥାର କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story