କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ 

<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ&nbsp; ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଉଭୟ ଛାତ୍ରାବାସ ଏବଂ ଛାତ୍ରୀନିବାସର ଅନ୍ତେବାସୀ କ୍ୟାମ୍ପସ ପରିସରରେ ଗତକାଲି ଧାରଣା ଦେଇଥିଲେ।</p> <p>ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ସୁରକ୍ଷା ସେବା ଆଦି ଦାବି କରି ଧାରଣା ଦେଇଥିଲେ ଅନ୍ତେବାସୀ। &nbsp;ବିଶ୍ୱବିଦ୍ୟାଳୟରେ ଏବଂ ହଷ୍ଟେଲ ଗୁଡ଼ିକରେ ଆନୁସଙ୍ଗିକ ସୁବିଧା ଦାବି କରି ଅନେକ ଥର ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ତଥାପି କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ଅସନ୍ତୁଷ୍ଟ ଅନ୍ତେବାସୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 08:36 AM IST

Sports

Latest News

<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ&nbsp; ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଉଭୟ ଛାତ୍ରାବାସ ଏବଂ ଛାତ୍ରୀନିବାସର ଅନ୍ତେବାସୀ କ୍ୟାମ୍ପସ ପରିସରରେ ଗତକାଲି ଧାରଣା ଦେଇଥିଲେ।</p><p>ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ସୁରକ୍ଷା ସେବା ଆଦି ଦାବି କରି ଧାରଣା ଦେଇଥିଲେ ଅନ୍ତେବାସୀ। &nbsp;ବିଶ୍ୱବିଦ୍ୟାଳୟରେ ଏବଂ ହଷ୍ଟେଲ ଗୁଡ଼ିକରେ ଆନୁସଙ୍ଗିକ ସୁବିଧା ଦାବି କରି ଅନେକ ଥର ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ତଥାପି କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ଅସନ୍ତୁଷ୍ଟ ଅନ୍ତେବାସୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos