ସ୍କୁଲ ଉଠିଗଲେ ଆମ ପିଲା ପଢ଼ିବେ କେଉଁଠି?

କେନ୍ଦୁଝର (ପ୍ରଣୟ କୁମାର ପାଣି): “ଆମ ସ୍କୁଲକୁ ତିନି କିମି ଦୂରରେ ଥିବା ସ୍କୁଲରେ ମିଶ୍ରଣ କରାଯାଇଛି। ସରକାରଙ୍କ ଏପରି ଉଦ୍ୟମକୁ ଆମେ ବିରୋଧ କରୁଛୁ। ସ୍କୁଲକୁ ମିଶ୍ରଣ ପରେ ଏତେ ବାଟ ଆମ ପିଲା ଯିବେ କେମିତି? ରାସ୍ତାରେ ଏକ ଜଙ୍ଗଲ ପଡ଼ୁଥିବାରୁ ପିଲାମାନଙ୍କୁ ଆମେ ଛାଡ଼ିବୁ ନାହିଁ। ଆମ ପିଲାର କିଛି ହେଲେ କିଏ ଦାୟୀ ହେବେ? କଣ ସରକାର ଦାୟୀ ରହିବେ? ଗାଁରୁ ସ୍କୁଲ ଉଠିଗଲେ ପିଲାମାନଙ୍କୁ ଏତେଦୂର ପାଠ ପଢ଼ାଇବାକୁ ପଠାଇବୁନି। […]

Keonjhar

Keonjhar

Manoranjan Sial
  • Published: Thursday, 18 February 2021
  • Updated: 18 February 2021, 05:06 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): “ଆମ ସ୍କୁଲକୁ ତିନି କିମି ଦୂରରେ ଥିବା ସ୍କୁଲରେ ମିଶ୍ରଣ କରାଯାଇଛି। ସରକାରଙ୍କ ଏପରି ଉଦ୍ୟମକୁ ଆମେ ବିରୋଧ କରୁଛୁ। ସ୍କୁଲକୁ ମିଶ୍ରଣ ପରେ ଏତେ ବାଟ ଆମ ପିଲା ଯିବେ କେମିତି? ରାସ୍ତାରେ ଏକ ଜଙ୍ଗଲ ପଡ଼ୁଥିବାରୁ ପିଲାମାନଙ୍କୁ ଆମେ ଛାଡ଼ିବୁ ନାହିଁ। ଆମ ପିଲାର କିଛି ହେଲେ କିଏ ଦାୟୀ ହେବେ? କଣ ସରକାର ଦାୟୀ ରହିବେ? ଗାଁରୁ ସ୍କୁଲ ଉଠିଗଲେ ପିଲାମାନଙ୍କୁ ଏତେଦୂର ପାଠ ପଢ଼ାଇବାକୁ ପଠାଇବୁନି। ମୁର୍ଖ ପଛେ ରହିବେ ପାଠ ପଢ଼ାଇବୁ ନାହିଁ।” ଆଜି ଏପରି ଢ଼ଙ୍ଗରେ ସରକାରଙ୍କ ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଜଣେ ଅଭିଭାବକ ଜାନକୀ ମହାନ୍ତି। କେନ୍ଦୁଝର ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବା ସେ ଏପରି କହିଛନ୍ତି।

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତାଳସରୁଆ ପ୍ରାଥମିକ ବିଦ୍ୟାଳୟକୁ ତିନି କିମି ଦୂର ବାରତଣିଆଁ ସ୍କୁଲରେ ମିଶ୍ରଣ କରାଯାଉଛି। ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିରୋଧ କରୁଛନ୍ତି। ବୁଧବାର ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍କୁଲ ମିଶ୍ରଣକୁ ସେମାନେ ବିରୋଧ କରିଛନ୍ତି। ତାଳସରୁଆ ପ୍ରାଥମିକ ବିଦ୍ୟାଳୟରୁ ବାରତଣିଆଁ ସ୍କୁଲକୁ ଦୂରତା ୩ କିମି ହୋଇଥିବାରୁ ପିଲାମାନେ ଏତେ ବାଟି ଯିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି।

ଆଜକୁ ୬ ବର୍ଷ ତଳେ ତାଳସରୁଆ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ବିଦ୍ୟାଳୟରେ ୨୦୨୦-୨୧ ଶିକ୍ଷାବର୍ଷରେ ୧୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି।

ଦେଖିବାକୁ ଗଲେ ତାଳସରୁଆ ଅଞ୍ଚଳର ଲୋକମାନେ ଜନସାଧାରଣତଃ ଗରିବ ଶ୍ରେଣୀର। ସେମାନେ ମୁଲ ମଜୁରି ଲାଗି ପରିବାର ଭରଣପୋଷଣ କରୁଛନ୍ତି। ନିଜର କାମଧନ୍ଦା ଛାଡି ପିଲାମାନଙ୍କୁ ବିଦ୍ୟାଳୟରେ ଛାଡ଼ିବାକୁ ଏତେ ବାଟ ଯିବା କାଠିକର ପାଠ ହେବ। ଯଦି ତାଳସରୁଆ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଏ, ତାହାହେଲେ ସେହି ଅଞ୍ଚଳର ପିଲାମାନେ ମୁର୍ଖ ହୋଇଯିବେ ବୋଲି ଅଭିଭାବକମାନେ କହିଛନ୍ତି। ଏନେଇ ଆଜି ଅଭିଭାବକମାନେ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି।

ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story