ପିଲାଠୁ ବୁଢ଼ା ସଭିଏଁ କାନ୍ଦିଲେ

ନବରଙ୍ଗପୁର(ନବଘନ ବିଷୋୟୀ): ପିଲାଠୁ ବୁଢ଼ା ସଭିଏଁ କାନ୍ଦିଲେ। ଏକ କାନ୍ଦ ଜଣେ ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣା ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ। କାରଣ ସେ ଆଜି ଚାକିରି ଜୀବନରୁ ନେଉଛନ୍ତି ଅବସର। ପ୍ରଧାନଶିକ୍ଷୟିତ୍ରୀ ମାଡ଼ାମଙ୍କ ଅବସରକୁ ସ୍କୁଲର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଉ ମର୍ମେମର୍ମେ ଅନୁତାପ କରୁଛନ୍ତି, ମାଡ଼ାମଙ୍କୁ ଆଉ କିଛି ଦିନ ସ୍କୁଲରେ ରଖାଯାଉ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ବନଲତା […]

Nabarangpur

Nabarangpur

Manoranjan Sial
  • Published: Saturday, 01 October 2022
  • Updated: 01 October 2022, 03:59 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): ପିଲାଠୁ ବୁଢ଼ା ସଭିଏଁ କାନ୍ଦିଲେ। ଏକ କାନ୍ଦ ଜଣେ ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣା ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ। କାରଣ ସେ ଆଜି ଚାକିରି ଜୀବନରୁ ନେଉଛନ୍ତି ଅବସର। ପ୍ରଧାନଶିକ୍ଷୟିତ୍ରୀ ମାଡ଼ାମଙ୍କ ଅବସରକୁ ସ୍କୁଲର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଉ ମର୍ମେମର୍ମେ ଅନୁତାପ କରୁଛନ୍ତି, ମାଡ଼ାମଙ୍କୁ ଆଉ କିଛି ଦିନ ସ୍କୁଲରେ ରଖାଯାଉ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ବନଲତା କର। ସେ ଏହି ସ୍କୁଲରେ ଦୀର୍ଘ ୯ ବର୍ଷ ଧରି ପ୍ରଧାନଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିଲେ। ସେ ଥିଲେ ଜଣେ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ। ଭଲ ପାଠ ପଢ଼ାଉଥିଲେ। ଅଭିଭାବକଙ୍କୁ ସମ୍ମାନ ଦେଉଥିଲେ। କହିବାକୁ ଗଲେ ସେ ସମସ୍ତଙ୍କୁ ସ୍ନେହ ଡୋରରେ ବାନ୍ଧି ରଖିଥିଲେ। ଶିକ୍ଷକତା ଜୀବନରେ ଭିତରେ ଅନେକ ଭଲ ମଣିଷ ତିଆରି କରିଛନ୍ତି। ସେଥିପାଇଁ ଶ୍ରୀମତି କର ସମସ୍ତଙ୍କର ଅତି ପ୍ରିୟ ହୋଇପାରିଥିଲେ।

ପ୍ରଧାନଶିକ୍ଷୟିତ୍ରୀ ବନଲତା କରଙ୍କର ଆଜି ସ୍କୁଲରେ ଥିଲା ଶେଷ ଦିନ। ଚାକିରିରୁ ଅବସର ନେଲେ। ସେଥିପାଇଁ ସ୍କୁଲରେ ଆୟୋଜିତ ହୋଇଥିଲା ବିଦାୟକାଳୀନ ସଭା। ଏଥିରେ  ପୂରା ଗାଁ ଯୋଗଦେଇଥିଲା। ବିଦାୟ ଭାଷଣ ଚାଲିଥିବା ବେଳେ ସଭାରେ ଯୋଗଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାନ୍ଦି ପକାଇଥିଲେ। ପରେ ଶିକ୍ଷୟିତ୍ରୀଙ୍କୁ ବିରାଟ ଶୋଭାଯାତ୍ରାରେ ଗାଁ କରିକ୍ରମା କରିଥିଲେ। ତା’ପରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ତାଙ୍କ ଘରେ ଛାଡ଼ି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story