ପୋଷାକ ପାଇଁ ଶିକ୍ଷକଙ୍କୁ ତାଲା ପକେଇଲେ ଛାତ୍ରଛାତ୍ରୀ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପୋଷାକ ପାଇଁ ଶିକ୍ଷକଙ୍କୁ ସ୍କୁଲ ପରିସରରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବରପଲ୍ଲୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ। କରୋନା ଯୋଗୁ ଦେଢ଼ ବର୍ଷ ହେବ ବିଦ୍ୟାଳୟ ବନ୍ଦ ଥିବା ବେଳେ କିଛି ଛାତ୍ରଛାତ୍ରୀ ପୋଷାକ ପାଇ ନଥିଲେ। ଏହାକୁ ନେଇ ଗତକାଲି ପ୍ରତିବାଦ କରିଥିଲେ ଏହି ଛାତ୍ରଛାତ୍ରୀମାନେ। ଶିକ୍ଷକମାନେ ବିଦ୍ୟାଳୟକୁ ଆସିବା ମାତ୍ରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଏମିତିକି ସେମାନେ […]

School

School

Jitendra Garnayak
  • Published: Monday, 16 August 2021
  • Updated: 16 August 2021, 01:23 PM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପୋଷାକ ପାଇଁ ଶିକ୍ଷକଙ୍କୁ ସ୍କୁଲ ପରିସରରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବରପଲ୍ଲୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ।

କରୋନା ଯୋଗୁ ଦେଢ଼ ବର୍ଷ ହେବ ବିଦ୍ୟାଳୟ ବନ୍ଦ ଥିବା ବେଳେ କିଛି ଛାତ୍ରଛାତ୍ରୀ ପୋଷାକ ପାଇ ନଥିଲେ। ଏହାକୁ ନେଇ ଗତକାଲି ପ୍ରତିବାଦ କରିଥିଲେ ଏହି ଛାତ୍ରଛାତ୍ରୀମାନେ। ଶିକ୍ଷକମାନେ ବିଦ୍ୟାଳୟକୁ ଆସିବା ମାତ୍ରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଏମିତିକି ସେମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଶିକ୍ଷକମାନଙ୍କୁ ଅଟକ ରଖିବା ସହ ଧାରଣାରେ ବସିଥିଲେ।

ବିଦ୍ୟାଳୟ କମିଟି ହସ୍ତକ୍ଷେପ କରିବାରୁ ତାଲା ଖୋଲି ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀ ମାନେ ଛାଡ଼ିଥିଲେ। କିଛି ଲୋକଙ୍କ ପ୍ରରୋଚନାରେ ଛାତ୍ରଛାତ୍ରୀ ମାନେ ଏପରି କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକ ବିଭୂତି ସାହୁ କହିଛନ୍ତି।

ପ୍ରଧାନ ଶିକ୍ଷକ କହିଛନ୍ତି, ଏହି ଘଟଣା ନେଇ ୩ଜଣ ବ୍ୟକ୍ତିଙ୍କ ନାମରେ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଖୁବ୍‌ଶୀଘ୍ର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଦିଆଯିବାର ବ୍ୟବସ୍ଥା କରାଯିବ। ଏନେଇ ସ୍କୁଲ କମିଟି ଓ ଶିକ୍ଷକ କମିଟି ମିଳିତ ଭାବେ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story