କୁନି କୁନି ପିଲାଙ୍କ ସରକାରଙ୍କୁ ଗୁହାରୀ- ଆମ ସ୍କୁଲ ଫେରାଇ ଦିଅ

ଲମତାପୁଟ(ଜଗତ ଜୀବନ): ‘ଆମ ଭବିଷ୍ୟତ ଅନ୍ଧକାର କରନି। ଆମ ସ୍କୁଲ ଆମକୁ ଫେରାଇ ଦିଅ । ଆମେ ବି ପାଠ ପଢ଼ିବାକୁ ଚାହୁଁଛୁ। ’ ନିଜ ଦାବି ପୂରଣ ପାଇଁ ପ୍ରବଳ ବର୍ଷାରେ ବି ରାସ୍ତାକୁ ଓହ୍ଲାଇଥିବା କୁନି କୁନି ଶିଶୁ ସରକାରଙ୍କ ନିକଟରେ ଏପରି ଭାବେ ଗୁହାରୀ ଜଣାଇଛନ୍ତି। ଗତକାଲିଠୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଏନୁଗୁ ଓ ପାଇବେଡ଼ା ବିଦ୍ୟାଳୟର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପିଲା  ଧାରଣାରେ ବସିଥିବା ବେଳେ ଆଜି ଯାଏ କିନ୍ତୁ […]

strike

strike

Niharika Rout
  • Published: Thursday, 21 July 2022
  • Updated: 21 July 2022, 11:35 AM IST

Sports

Latest News

ଲମତାପୁଟ(ଜଗତ ଜୀବନ): ‘ଆମ ଭବିଷ୍ୟତ ଅନ୍ଧକାର କରନି। ଆମ ସ୍କୁଲ ଆମକୁ ଫେରାଇ ଦିଅ । ଆମେ ବି ପାଠ ପଢ଼ିବାକୁ ଚାହୁଁଛୁ। ’ ନିଜ ଦାବି ପୂରଣ ପାଇଁ ପ୍ରବଳ ବର୍ଷାରେ ବି ରାସ୍ତାକୁ ଓହ୍ଲାଇଥିବା କୁନି କୁନି ଶିଶୁ ସରକାରଙ୍କ ନିକଟରେ ଏପରି ଭାବେ ଗୁହାରୀ ଜଣାଇଛନ୍ତି। ଗତକାଲିଠୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଏନୁଗୁ ଓ ପାଇବେଡ଼ା ବିଦ୍ୟାଳୟର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପିଲା  ଧାରଣାରେ ବସିଥିବା ବେଳେ ଆଜି ଯାଏ କିନ୍ତୁ କୌଣସି ଅଧିକାରୀଙ୍କ ଦେଖା ନାହିଁ ।

ସ୍କୁଲ ସମ୍ମିଶ୍ରଣକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ବେଳେ ଲମତାପୁଟ ବ୍ଲକରେ ବି ଏହାକୁ ତୀବ୍ର ବିରୋଧ କରାଯାଇଛି। ଲମତାପୁଟ ବ୍ଲକର ଏନୁଗୁ  ସ୍କୁଲକୁ ବାଲେଲ ସ୍କୁଲ ସହ ମିଶ୍ରଣ କରାଯାଇଥିବା ବେଳେ ଓ  ପୋଇବେଡା ବିଦ୍ୟାଳୟକୁ ମାତାମପୁଟ ସ୍କୁଲରେ ମିଶ୍ରଣ କରାଯାଇଛି।  ମିଶ୍ରଣ ହୋଇଥିବା ସ୍କୁଲଠାରୁ ଉଭୟ ସ୍କୁଲର ଦୂରତା ପ୍ରାୟ ୭/୮ କିମି । ଏପରି ସ୍ଥିତି କୁନି କୁନି ପିଲା ଚାଲି ଚାଲି ଏତେ ବାଟ ଯିବା ସମ୍ଭବ ନୁହେଁ।

୨ ବର୍ଷ ଧରି କରୋନା ଯୋଗୁ ସ୍କୁଲ ବନ୍ଦ ଥିବା ବେଳେ ଚଳିତ ବର୍ଷ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି। ମାତ୍ର  ଉଭୟ ଏନୁଗୁ  ସ୍କୁଲ ଓ ପୋଇବେଡା ସ୍କୁଲର କୁନି କୁନି ପିଲାଙ୍କ ପକ୍ଷେ ଜଙ୍ଗଲ ବାଟ ଦେଇ ଚାଲିକି ସ୍କୁଲ ଯିବା ସମ୍ଭବ ହୋଇପାରୁନି । ପାଠ ପଢ଼ି ଆଗକୁ ବଢ଼ିବାକୁ ମନରେ ପ୍ରବଳ ଇଚ୍ଛା ଥିବା ବେଳେ ଏଥିରେ ଅନ୍ତରାୟ ସାଜୁଛି ସରକାରଙ୍କ ନିୟମ।

ଘଟଣା ସମ୍ପର୍କରେ ଶିକ୍ଷା ବିଭାଗ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିବା ବେଳେ କେହି କିନ୍ତୁ ଏହାର ସମାଧାନ ପାଇଁ ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ଫଳରେ ଗତକାଲି ଦିନ ପ୍ରାୟ ୧୧ଟା ବେଳୁ ୨ ସ୍କୁଲର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପିଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।  ଦାବି ପୂରଣ ନ ହେବା ଯାଏ ଖରା, ବର୍ଷାରେ ପଡ଼ିରହିବୁ ପଛେ ଉଠିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କୁନି କୁନି ପିଲା । ଗତକାଲିଠୁ ଧାରଣାରେ ବସିଥିବା ଛୋଟ ଛୋଟ ନିଷ୍ପାପ ଶିଶୁ ଥକି ପଡ଼ିଲେଣି, ହେଲେ ନିଜ ଲକ୍ଷ୍ୟରୁ ହଟୁ ନାହାନ୍ତି।

‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ବୋଲି ରାଜ୍ୟ ସରକାର ଦେଇଥିବା ନାରା ଏଠାରେ ହାସ୍ୟାସ୍ପଦ ପରି ମନେ ହେଉଛି। ନିଜ ଭବିଷ୍ୟତ ଗଢ଼ି ତୋଳିବାକୁ ଏହି ପିଲାମାନେ ରାତି ସାରା ଅନିଦ୍ରା, ଉଜାଗର ରହିଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନି। ଦୀର୍ଘ ୨୪ ଘଣ୍ଟା ପରେ ବି ପିଲାଙ୍କୁ ଆହା ପଦେ କହିବାକୁ କେହି ପହଞ୍ଚି ନାହାନ୍ତି, ଆଲୋଚନା ତ ପରର କଥା ।

ପିଲାଙ୍କ ନିକଟରେ ସେମାନଙ୍କ ଅଭିଭାବକ ଉପସ୍ଥିତ ଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପିଲାମାନେ ରାସ୍ତାରୁ ହଟିବେ ନାହିଁ ବୋଲି ସେମାନେ ସଫାସଫା ଶୁଣାଇ ଦେଇଛନ୍ତି।

https://youtu.be/3g-Thp06erA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story