ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଥିବା ଛାତ୍ରଛାତ୍ରୀମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ କଲେଜରେ ଟିକା ନେଇପାରିବେ। ଯେହେତୁ ଏମାନେ ବିଦେଶ ଯିବେ, ତେଣୁ ସେମାନଙ୍କୁ କୋଭିସିଲ୍‌ଡ ଟିକା ଦିଆଯିବ। ଟିକା ପାଇଁ ଆଗୁଆ ସ୍ଲଟ୍‌ ବୁକିଂ ଦରକାର ନାହିଁ। ଅନ୍‌ ସ୍ପଟ୍‌ ବୁକିଂ କରାଯାଇ ଏହି ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ […]

engering-students

engering-students

Manoranjan Sial
  • Published: Wednesday, 09 June 2021
  • Updated: 09 June 2021, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଥିବା ଛାତ୍ରଛାତ୍ରୀମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ କଲେଜରେ ଟିକା ନେଇପାରିବେ। ଯେହେତୁ ଏମାନେ ବିଦେଶ ଯିବେ, ତେଣୁ ସେମାନଙ୍କୁ କୋଭିସିଲ୍‌ଡ ଟିକା ଦିଆଯିବ। ଟିକା ପାଇଁ ଆଗୁଆ ସ୍ଲଟ୍‌ ବୁକିଂ ଦରକାର ନାହିଁ। ଅନ୍‌ ସ୍ପଟ୍‌ ବୁକିଂ କରାଯାଇ ଏହି ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ବିଦେଶୀ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

ସେହିପରି ବିଦେଶରେ ଚାକିରି କରିଥିବା ବ୍ୟକ୍ତି ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯେଉଁମାନେ ବିଦେଶ ଯିବାର ଅଛି, ସେମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଟିକା ନେଇପାରିବେ। କଟକ ମହାନଗର ନିଗମ(ସିଏମ୍‌ସି)ର ଗୋପାଳପୁର କଲ୍ୟାଣ ମଣ୍ଡପରେ ଏମାନେ ଟିକା ନେଇପାରିବେ।

ସେପଟେ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଟିକା ଦେବାର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଘରକୁ ଘର ବୁଲି ଏପରି ବ୍ୟକ୍ତିଙ୍କୁ ଟିକା ଦେବାର ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବା ଓ ଚଳପ୍ରଚଳ କରିବାକୁ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥାରେ ଟିକା ଦିଆଯାଉଛି।  ଏଥିପାଇଁ ୧୯୨୯କୁ ଫୋନ୍ କରି ପଂଜୀକରଣ କରିଥିଲେ ୫୧ ଜଣ ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story