ନୀତି ବିଭ୍ରାଟ ଲାଗି ନିଲମ୍ବିତ ହେଲେ ସୁଆର ସେବକ

Ordigital Desk
  • Published: Wednesday, 10 January 2018
  • , Updated: 10 January 2018, 09:47 AM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିରେ ତ୍ରୁଟି ପାଇଁ ସୁଆର ସେବକ ଗଦାଧର ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କମାଣ୍ଡର ଓ ସୁପର ଭାଇଜରଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।</p> <p>ପୂର୍ବରୁ ଗଦାଧରଙ୍କୁ ସୁଆର ନିଯୋଗ ସେବାରୁ ନିଲମ୍ବନ କରିଥିଲା।&nbsp; ଗୁରୁବାର ଅମୁଣିଆ ଡାଲିହାଣ୍ଡି ବିକ୍ରି ଅଭିଯୋଗରେ &nbsp;ତାଙ୍କୁ ନିଲମ୍ବନ କରାଯାଇଥିଲା।</p>

Related story