ଓକିଲଙ୍କ ଚେତାବନୀ: ଟୋଲ୍ ଟ୍ୟାକ୍ସ ଛାଡ଼ କର, ନହେଲେ ଫଳ ଭୋଗିବ

ସୁନ୍ଦରଗଡ଼ (ବିଜୟ ବରୁଆ): ପୁଣି ଜୋର ଧରିଲା ‘ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ’ରେ ସ୍ଥାନୀୟ ଚାରିଚକିଆ ଯାନରୁ ଟୋଲଟ୍ୟାକ୍ସ ଛାଡ଼ ଦାବି। ଆଜି ସୁନ୍ଦରଗଡ଼ ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏହି ଦାବି କରାଯାଇଛି। ଏଥିରେ ସୁନ୍ଦରଗଡ଼ ସହିତ ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା ଓ ବଣାଇ ଓକିଲ ସଂଘର ପ୍ରତିନିଧି ସାମିଲ ହୋଇଥିଲେ। ବିଜୁ ଏକ୍ସପ୍ରେସ ୱେରେ ଟୋଲ୍ ଟ୍ୟାକ୍ସ ଆଦାୟର ପ୍ରସ୍ତାବ ଦିନରୁ ବିରୋଧ କରାଯାଉଛି। ଏନେଇ ସୁନ୍ଦରଗଡ଼ ନାଗରିକ ମଞ୍ଚ […]

tax

tax

Ordigital Desk
  • Published: Wednesday, 16 May 2018
  • Updated: 16 May 2018, 07:00 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ପୁଣି ଜୋର ଧରିଲା ‘ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ’ରେ ସ୍ଥାନୀୟ ଚାରିଚକିଆ ଯାନରୁ ଟୋଲଟ୍ୟାକ୍ସ ଛାଡ଼ ଦାବି। ଆଜି ସୁନ୍ଦରଗଡ଼ ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏହି ଦାବି କରାଯାଇଛି। ଏଥିରେ ସୁନ୍ଦରଗଡ଼ ସହିତ ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା ଓ ବଣାଇ ଓକିଲ ସଂଘର ପ୍ରତିନିଧି ସାମିଲ ହୋଇଥିଲେ।

ବିଜୁ ଏକ୍ସପ୍ରେସ ୱେରେ ଟୋଲ୍ ଟ୍ୟାକ୍ସ ଆଦାୟର ପ୍ରସ୍ତାବ ଦିନରୁ ବିରୋଧ କରାଯାଉଛି। ଏନେଇ ସୁନ୍ଦରଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯିବା ସହିତ ଟୋଲ ପ୍ଳାଜା ଘେରାଉ ମଧ୍ୟ କରାଯାଇଥିଲା। କିନ୍ତୁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇ ନଥିଲା। ବର୍ତ୍ତମାନ ଓକିଲ ସଂଘ ସମୂହ ପକ୍ଷରୁ ପୁଣିଏହି ଦାବି କରାଯାଇଛି। ଆଜି ଏଠାରେ ବୈଠକ କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦିଆଯାଇଛି।

ଯେଉଁଥିରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏ ଦିଗରେ ନିଷ୍ପତ୍ତି ନିଆଯିବା ପାଇଁ ଦାବି କରାଯାଇଛି। ନହେଲେ ୨୬ ତାରିଖରେ ସବୁ ଓକିଲ ସଂଘ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହାସହିତ ଆଗାମୀ ପୋୖର ପରିଷଦ ଏବଂ ସାଧାରଣ ନିର୍ବାଚନରେ ଫଳ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story