ପିଆଜ ପରେ ଆଳୁ ଦରରେ ଲାଗିଲାଣି ନିଆଁ, ଚିନ୍ତାରେ ଖାଉଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ପରେ ଆଳୁ ଦରରେ ଲାଗିଲାଣି ନିଆଁ। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା ବେଳେ ଦୁଇ ଦିନ ତଳେ ୩୮ରୁ ୪୦ ଥିଲା। ହେଲେ ଆଜି କେଉଁଠି ୪୨ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସରେ ଘରକୁ ଆମିଷ ଆସୁନଥିବା ବେଳେ ପରିବା ଉପରେ ବେଶୀ ମାଡ଼। ହେଲେ କଞ୍ଚା ପରିବା ସବୁର ଦର ଯାହା, ସେଥିରେ ହାତ ମାରି ହେଉନି। […]

patato-in-odisha

patato-in-odisha

Manoranjan Sial
  • Published: Monday, 02 November 2020
  • Updated: 02 November 2020, 07:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ପରେ ଆଳୁ ଦରରେ ଲାଗିଲାଣି ନିଆଁ। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା ବେଳେ ଦୁଇ ଦିନ ତଳେ ୩୮ରୁ ୪୦ ଥିଲା। ହେଲେ ଆଜି କେଉଁଠି ୪୨ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସରେ ଘରକୁ ଆମିଷ ଆସୁନଥିବା ବେଳେ ପରିବା ଉପରେ ବେଶୀ ମାଡ଼। ହେଲେ କଞ୍ଚା ପରିବା ସବୁର ଦର ଯାହା, ସେଥିରେ ହାତ ମାରି ହେଉନି। ଶେଷରେ ଅତି ଦରକାରୀ ଆଳୁ ବି ମହଙ୍ଗା ହେଲା।

ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ କାହିଁକି ହୁ ହୁ ହୋଇ ବଢୁଛି ଆଳୁ ଦର? ୨୫ରୁ ୪୫ ପହଞ୍ଚିବା ପଛର କାରଣ କଣ? ରାଜ୍ୟର ପ୍ରମୁଖ ପରିବା ମଣ୍ଡି କଟକ ଛତ୍ରବଜାରର ଖୁଚୁରା ବ୍ୟବସାୟୀଙ୍କ କହିବାନୁସାରେ ସେମାନଙ୍କୁ ଏବେ ୫୦ କିଲୋ ଆଳୁ ବସ୍ତା ପିଛା ୧୭୫୦ରୁ ୧୮୦୦ ଟଙ୍କା ପାଖାପାଖି କିଣିବାକୁ ପଡୁଛି। ତେଣୁ ୪୦ଟଙ୍କା ଉପରେ ନ ବିକିଲେ କ୍ଷତି ହିଁ କ୍ଷତି। ତେଣେ ବ୍ୟବସାୟୀ ସଂଘ ସଂପାଦକଙ୍କ କହିବା କଥା-ବର୍ଷା ଓ ବନ୍ୟା ଯୋଗୁ ଆସାମ ଓ ଝାଡ଼ଖଣ୍ଡରେ ଏବର୍ଷ ଆଳୁ ଫସଲକୁ ବ୍ୟାପକ କ୍ଷତି ଘଟିଛି। ଷ୍ଟକ କମ୍‌ ଅଛି, ଡିମାଣ୍ଡ ବଢୁଛି। ତେଣୁ ଯାହା ପାଖରେ ଆଳୁ ମହଜୁଦ୍ ଅଛି, ଉପର ମୁଣ୍ଡରେ ରେଟ୍‌ ଛାଡ଼ୁ ନାହାନ୍ତି। ଏବେ ଯାହା ଆଳୁ ଷ୍ଟକ ଅଛି, କେବଳ ବେଙ୍ଗଲରେ ହିଁ ଅଛି। ତା’ସାଙ୍ଗକୁ ବେଙ୍ଗଲ ଓ ଝାଡ଼ଖଣ୍ଡରେ ଯେଉଁ ନୂଆ ଆଳୁ ଲାଗିଛି, ତାହା ବଜାରକୁ ଆସୁ ଆସୁ ଡିସେମ୍ବର ହେବ। ନୂଆ ଆଳୁ ଆସିଲେ ଯାଇ ରେଟ କମିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story