ସୁନ୍ଦରଗଡ଼: ଚିତା ବାଘର ମୃତଦେହ ଠାବ

ଲଖନପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସଂରକ୍ଷିତ ଜଙ୍ଗଲ ନିକଟ ଲଖନପୁର ମଚିଦା ଗ୍ରାମ୍ୟ ଜଙ୍ଗଲରୁ ଗୁରୁବାର ବିରଳ ପ୍ରଜାତିର ଏକ ଚିତବାଘର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ଚିତାବାଘର ଲାଞ୍ଜ ଓ ନଖ କାଟି ନିଆଯାଇଥିବା ଦେଖିବାକୁ ମିଳିଛି। ଫଳରେ ଶିକାରୀ ବାଘକୁ ହତ୍ୟା କରି ଲାଞ୍ଜ ଓ ନଖ କାଟି ନେଇଥିବା ସନ୍ଦେହ କରାଯାଉଛି। ଆଜି ସ୍ଥାନୀୟ ଲୋକେ ମୃତଦେହ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବେଲପାହଡ଼ ରେଞ୍ଜର  ଧ୍ରୁବଚରଣ ପହଞ୍ଚି ତଦନ୍ତ […]

tiger

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 10:10 AM IST

ଲଖନପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସଂରକ୍ଷିତ ଜଙ୍ଗଲ ନିକଟ ଲଖନପୁର ମଚିଦା ଗ୍ରାମ୍ୟ ଜଙ୍ଗଲରୁ ଗୁରୁବାର ବିରଳ ପ୍ରଜାତିର ଏକ ଚିତବାଘର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ଚିତାବାଘର ଲାଞ୍ଜ ଓ ନଖ କାଟି ନିଆଯାଇଥିବା ଦେଖିବାକୁ ମିଳିଛି। ଫଳରେ ଶିକାରୀ ବାଘକୁ ହତ୍ୟା କରି ଲାଞ୍ଜ ଓ ନଖ କାଟି ନେଇଥିବା ସନ୍ଦେହ କରାଯାଉଛି। ଆଜି ସ୍ଥାନୀୟ ଲୋକେ ମୃତଦେହ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବେଲପାହଡ଼ ରେଞ୍ଜର  ଧ୍ରୁବଚରଣ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Related story