ବିଚରାଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜେଲ୍‌ରେ ଥିବା ଜଣେ ବିଚରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାଯାଇଛି। ସୂଚନା ମୁତାବକ, ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗି ଅଞ୍ଚଳର ଲକ୍ଷ୍ମୀଧର ରାଉଳ ୮ମାସ ତଳେ ଯୌତୁକ ନିର୍ଯାତନା ଘଟଣାରେ ବାଲେଶ୍ୱର ଜେଲ୍‌ ଯାଇଥିଲେ।  ଗତକାଲି ସେ ଶୌଚାଳୟକୁ ଯାଇଥିବା ବେଳେ ନିଜ ଗଳା କାଟିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଥିବା ଅନ୍ୟ କଏଦୀମାନେ […]

suicide-1-1

suicide-1-1

Niharika Rout
  • Published: Monday, 06 July 2020
  • Updated: 06 July 2020, 08:06 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜେଲ୍‌ରେ ଥିବା ଜଣେ ବିଚରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ସୂଚନା ମୁତାବକ, ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗି ଅଞ୍ଚଳର ଲକ୍ଷ୍ମୀଧର ରାଉଳ ୮ମାସ ତଳେ ଯୌତୁକ ନିର୍ଯାତନା ଘଟଣାରେ ବାଲେଶ୍ୱର ଜେଲ୍‌ ଯାଇଥିଲେ।  ଗତକାଲି ସେ ଶୌଚାଳୟକୁ ଯାଇଥିବା ବେଳେ ନିଜ ଗଳା କାଟିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଥିବା ଅନ୍ୟ କଏଦୀମାନେ ତାଙ୍କୁ  ଅଟକାଇ ତତକ୍ଷଣାତ୍ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ସେ ଚିକିତ୍ସାଧିନ ଅଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଲକ୍ଷ୍ମୀଧର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story