ସୁକନ୍ୟା ସମୃଦ୍ଧି ଯୋଜନାରେ ୫୨ ଲକ୍ଷ ଆକାଉଣ୍ଟ୍ ଖୋଲାଯାଇଛି: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ  

ଭୁବନେଶ୍ୱର: ସୁକନ୍ୟା ସମୃଦ୍ଧି ଯୋଜନାରେ ଏଯାବତ ସାରା ଦେଶରେ ୫୨ ଲକ୍ଷ ଆକାଉଣ୍ଟ୍ ଖୋଲାଗଲାଣି। ଏଥିରେ ୧ ହଜାରର କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଗୁରୁବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ନୂଆ ପୋଷ୍ଟ୍ ଅଫିସ୍ କୋଠା ଓ କଲୋନୀ ପାଇଁ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟା ସନ୍ତାନଙ୍କ ଉପରେ […]

rabishankara

rabishankara

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 07:33 AM IST

Sports

Latest News

ଭୁବନେଶ୍ୱର: ସୁକନ୍ୟା ସମୃଦ୍ଧି ଯୋଜନାରେ ଏଯାବତ ସାରା ଦେଶରେ ୫୨ ଲକ୍ଷ ଆକାଉଣ୍ଟ୍ ଖୋଲାଗଲାଣି। ଏଥିରେ ୧ ହଜାରର କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଗୁରୁବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ନୂଆ ପୋଷ୍ଟ୍ ଅଫିସ୍ କୋଠା ଓ କଲୋନୀ ପାଇଁ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଥିଲେ।

ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟା ସନ୍ତାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସୁକନ୍ୟା ସମୃଦ୍ଧି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଲୋକେ ବି ଏହାକୁ ଗ୍ରହଣ କରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ଆରମ୍ଭ ହେବା ଦିନ ଠାରୁ ଏଯାବତ ୫୨ ଲକ୍ଷ ଆକାଉଣ୍ଟ ଖୋଲିସାରିଲାଣି। ତେଣୁ ଏଥିରୁ ଏହି ଯୋଜନାର ଗ୍ରହଣୀୟତାକୁ ଆକଳନ କରାଯାଇପାରିବ।  ଏଇ ନିକଟରେ ପ୍ରଧାନମନ୍ତ୍ରୀ କନ୍ୟା ସନ୍ତାନଙ୍କ ସହିତ ସେଲଫି ଉଠାଇବାକୁ ଏକ ଅପିଲ୍ କରିଥିଲେ। ଏହା ବି ବେଶ ସକରାତ୍ମକ ରହିଥିଲା। ଲକ୍ଷ ଲକ୍ଷ ଲୋକ ନିଜ ଝିଅମାନଙ୍କ ସହିତ ସେମାନଙ୍କର ସେଲଫି ଉଠାଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ।

ରବିଶଙ୍କର ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଷ୍ଟ ଅଫିସଗୁଡ଼ିକର ଉନ୍ନତି ପାଇଁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏହାକୁ ସଂପୂର୍ଣ୍ଣ ଭାବେ ଆଧୁନିକୀକରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ପୋଷ୍ଟଗୁଡ଼ିକ ପ୍ରତି ଲୋକଙ୍କର ଧାରଣା ବଦଳାଯିବା ନେଇ କାର୍ଯ୍ୟ କରାଯାଉଛି। ଗତ ବର୍ଷକ ମଧ୍ୟରେ ୧୧୫ଟି ପୋଷ୍ଟ ଅଫିସ୍ ଏଟିଏମ୍ ଖୋଲାଯାଇଛି। ପୁଣି ଯେକୌଣସି ପ୍ରାଇଭେଟ୍ କୋରିୟର କଂପାନୀଠାରୁ ପୋଷ୍ଟାଲ୍ ସ୍ପିଡ୍ ପୋଷ୍ଟରେ ଉପଭୋକ୍ତାମାନେ ଶୀଘ୍ର ସେମାନଙ୍କ ଜିନିଷପତ୍ର ପାଉଛନ୍ତି।

ସୁକନ୍ୟା ସମୃଦ୍ଧି ଯୋଜନା ସହିତ ରବିଶଙ୍କର କହିଥିଲେ ଯେ ଜନଧନ ଯୋଜନାରେ ୪ମାସରେ ୧୪କୋଟି ଏକାଉଣ୍ଟ ଖୋଲାଯାଇଛି। ଏହା ସହିତ ସେ ଡିଜିଟାଲ୍ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ପୋଷ୍ଟାଲ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story