ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ; କରୋନା କଟକଣାରେ ବି ପଡ଼ିଲା ବଳି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ । କରୋନା କଟକଣା ଭିତରେ ପଡ଼ିଲା ବଳି । ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରାରେ ବଡ଼ଖଳା ଓ ସାନଖଳାରେ ବଳି ପକାଇଛନ୍ତି ମାନସିକଧାରୀ । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି । ସୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ, ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯିବାର […]

sulia-1

sulia-1

Niharika Rout
  • Published: Tuesday, 19 January 2021
  • Updated: 19 January 2021, 11:04 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ । କରୋନା କଟକଣା ଭିତରେ ପଡ଼ିଲା ବଳି । ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରାରେ ବଡ଼ଖଳା ଓ ସାନଖଳାରେ ବଳି ପକାଇଛନ୍ତି ମାନସିକଧାରୀ । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି ।

ସୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ, ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯିବାର ପରମ୍ପରା ରହିଛି । ତା’ ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ ବଳି ଦେଇଥାନ୍ତି । ଏଥର କରୋନା କଟକଣା ସହ ଆୟୋଜିତ ହୋଇଛି ସୁଲିଆ ଯାତ୍ରା । କରୋନା କଟକଣା ଭିତରେ ଯାତ୍ରା ପାଳିତ ହେଉଥିବାରୁ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ   ବନ୍ଦ କରାଯାଇଛି ।

ସୁଲିଆ ଯାତ୍ରା ଆୟୋଜିତ ହେଉଥିବା ବଡଖଳା ଓ ସାନଖଳା ନିକଟରେ ସମସ୍ତ ଦୋକାନ ବଜାରକୁ ବନ୍ଦ କରଯାଇଛି । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଣେ ଡିଏସ୍‌ପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।  ସୁଲିଆ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story