ଶୁଲିଆ ଯାତ୍ରା ପାଇଁ ରକ୍ତ ରଞ୍ଜିତ ହେବ ବଡ଼ଖଳା ଓ ସାନଖଳା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଲାଙ୍ଗିର ଦେଓଗାଁ ବ୍ଳକ୍‌ ଖଇରଗୁଡାରେ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ଆଉ ରକ୍ତ ରଞ୍ଜିତ ହେବ ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁଲିଆ ଯାତ୍ରା ଅବସରରେ ଚଳିତବର୍ଷ ତିନି ଦିନିଆ ଶୁଲିଆ ମହୋତ୍ସବ ମଧ୍ୟ ଆରମ୍ଭ ହୋଇଯାଇଛି। ପୂର୍ବ ବର୍ଷମାନଙ୍କରେ ଗୋଟିଏ ଦିନ ପାଇଁ ଶୁଲିଆ ମହୋତ୍ସବ ପାଳନ ହୋଇଆସୁଥିଲା। ତେବେ ଗତକାଲିଠୁ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଏବେ ବଳି ଯାତ୍ରାକୁ […]

sulia-jatra

sulia-jatra

Manoranjan Sial
  • Published: Monday, 30 December 2019
  • Updated: 30 December 2019, 09:26 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଲାଙ୍ଗିର ଦେଓଗାଁ ବ୍ଳକ୍‌ ଖଇରଗୁଡାରେ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ଆଉ ରକ୍ତ ରଞ୍ଜିତ ହେବ ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁଲିଆ ଯାତ୍ରା ଅବସରରେ ଚଳିତବର୍ଷ ତିନି ଦିନିଆ ଶୁଲିଆ ମହୋତ୍ସବ ମଧ୍ୟ ଆରମ୍ଭ ହୋଇଯାଇଛି।

ପୂର୍ବ ବର୍ଷମାନଙ୍କରେ ଗୋଟିଏ ଦିନ ପାଇଁ ଶୁଲିଆ ମହୋତ୍ସବ ପାଳନ ହୋଇଆସୁଥିଲା। ତେବେ ଗତକାଲିଠୁ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଏବେ ବଳି ଯାତ୍ରାକୁ ଅପେକ୍ଷା ରହିଛି। ଗତକାଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବଳିକୁ ନେଇ କଟକଣା ନାହିଁ। କିନ୍ତୁ ଅନେକ ନିର୍ଦ୍ଦେଶ ରହିଛି। ପୁଲିସ ପ୍ରଶାସନ ଆଦିବାସୀମାନଙ୍କୁ ବୈଠକ ଡକାଇ ବଳି ସଂର୍ପକରେ ସଚେତନ କରିବା କଥା। କିନ୍ତୁ କେବଳ ଖଇର ଗୁରାଗାଁରେ ଏକ ବୈଠକ କରି ଚୁପଚାପ ରହିଛି ପୁଲିସ ପ୍ରଶାସନ। ଫଳରେ ଏଥର ବ୍ୟାପକ ପରିମାଣରେ ପଶୁବଳି ଦେବାକୁ ସଜବାଜ ହେଉଛନ୍ତି ଆଦିବାସୀ। ସେପଟେ ଏ ସଂର୍ପକରେ ମୁହଁ ଖୋଲୁନାହାନ୍ତି ପୁଲିସ ଓ ପ୍ରଶାସନର କୌଣସି ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story