ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିବେ ସୁମିତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଡାକ୍ତର ସୁମିତ ସାହି ଓ ତପସ୍ୱିନୀ ବିବାହ ବିବାଦ ମାମଲା ହାଇକୋର୍ଟ ଯିବ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବେ ସୁମିତ। ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ସେମାନେ ସନ୍ତୁଷ୍ଟ ନଥିବା କହିଲେ ସୁରେନ୍ଦ୍ର। ଜିଲ୍ଲା ଜଜ୍‌ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ କହିଲେ ସୁରେନ୍ଦ୍ର। ସୁମିତଙ୍କ ଘରେ ତପସ୍ୱିନୀ ରହିବା ପାଇଁ […]

Sumit

Sumit

Manoranjan Sial
  • Published: Tuesday, 04 January 2022
  • Updated: 04 January 2022, 05:12 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଡାକ୍ତର ସୁମିତ ସାହି ଓ ତପସ୍ୱିନୀ ବିବାହ ବିବାଦ ମାମଲା ହାଇକୋର୍ଟ ଯିବ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବେ ସୁମିତ। ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ସେମାନେ ସନ୍ତୁଷ୍ଟ ନଥିବା କହିଲେ ସୁରେନ୍ଦ୍ର। ଜିଲ୍ଲା ଜଜ୍‌ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ କହିଲେ ସୁରେନ୍ଦ୍ର।

ସୁମିତଙ୍କ ଘରେ ତପସ୍ୱିନୀ ରହିବା ପାଇଁ ଆଜି ରାୟ ଦେଇଥିଲେ ଜିଲ୍ଲା କୋର୍ଟ। ଘରେ ରହିବା ସହ ୧୭ ହଜାର ଟଙ୍କା ମାସିକ ଦେବାକୁ କୋର୍ଟ କହିଥିଲେ। ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ ବୋଲି ଆଜି କୋର୍ଟ ରାୟ ଦେଇଥିଲେ।

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ।

ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା। SDJM ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ୭ ଦିନ ଧରି ରହିଥିଲେ। ହେଲେ କଳି ସମାଧାନ ହୋଇନଥିଲା। ୭ ଦିନ ପରେ ହଠାତ୍‌ ସୁମିତ କେଉଁ ଆଡ଼େ ଚାଲି ଯାଇଥିଲେ। ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story