ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ବିକାଶ କାର୍ଯ୍ୟରେ ଅବହେଳା ପ୍ରତିବାଦରେ ଶୋଭାଯାତ୍ରା

କୋଣାର୍କ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ବିକାଶ କାର୍ଯ୍ୟରେ ଅବହେଳା କରାଯାଉଥିବା ଅଭିଯାଗ କରାଯାଇଛି। କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଏପରି ଅଭିଯୋଗ କରାଯିବା ସହ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଶୋଭାଯାତ୍ରା ସହ ଗଣଧାରଣା ଦିଆଯାଇଥିଲା। କୋଣାର୍କ ମନ୍ଦିରର ସୁରକ୍ଷା, ସଂରକ୍ଷଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟରେ କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗ ଅବହେଳା କରୁଥିବା କୋଣାର୍କ ସୁରକ୍ଷା ସମିତି ଅଭିଯୋଗ କରିଛି। ଏହାସହ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼, ସୂର୍ଯ୍ୟ ମନ୍ଦିର ନିର୍ମାଣ, […]

konarka

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 09:44 AM IST

କୋଣାର୍କ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ବିକାଶ କାର୍ଯ୍ୟରେ ଅବହେଳା କରାଯାଉଥିବା ଅଭିଯାଗ କରାଯାଇଛି। କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଏପରି ଅଭିଯୋଗ କରାଯିବା ସହ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଶୋଭାଯାତ୍ରା ସହ ଗଣଧାରଣା ଦିଆଯାଇଥିଲା। କୋଣାର୍କ ମନ୍ଦିରର ସୁରକ୍ଷା, ସଂରକ୍ଷଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟରେ କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗ ଅବହେଳା କରୁଥିବା କୋଣାର୍କ ସୁରକ୍ଷା ସମିତି ଅଭିଯୋଗ କରିଛି। ଏହାସହ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼, ସୂର୍ଯ୍ୟ ମନ୍ଦିର ନିର୍ମାଣ, କୋଣାର୍କ ବିକାଶ ପାଇଁ ଜମିଜମା ସମସ୍ୟାର ସମାଧାନ ଆଦି ୫ ଦଫ। ଦାବି ନେଇ ସମିତି ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Related story