ସୁନାବେଡାର ୨୦୨ କୋବ୍ରା ବାଟାଲିୟନ ସିଆରପିଏଫ ଟ୍ରେନିଂ ସେଣ୍ଟର ପାଇଁ ଉପଯୁକ୍ତ: ପ୍ରକାଶ ମିଶ୍ର

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ଠାରେ ଥିବା ୨୦୨ କୋବ୍ରା ବାଟାଲିୟନ ରାଜ୍ୟର ସିଆରପିଏଫ ଟ୍ରେନିଂ ସେଣ୍ଟର ପାଇଁ ପ୍ରଯୁଜ୍ୟ । ଏଠାରେ ଯବାନଙ୍କ ତାଲିମ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ବୋଲି କହିଛନ୍ତି ସିଆରପିଏଫ ଡିଜି ପ୍ରକାଶ ମିଶ୍ର। ବୁଧବାର ସୁନାବେଡା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ପରିଦର୍ଶନରେ ଆସିଥିବା ଅବସରରେ ସେ ଏହି କଥା କହିଥିଲେ। ସେ କହିଥିଲେ, ଦେଶରେ ମାଓହିଂସା ପୂର୍ବ ଅପେକ୍ଷା  କମିଛି । ବିହାର ଓ ଝାଡଖଣ୍ଡରେ ଢେର […]

dg

dg

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 10:45 AM IST

Sports

Latest News

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ଠାରେ ଥିବା ୨୦୨ କୋବ୍ରା ବାଟାଲିୟନ ରାଜ୍ୟର ସିଆରପିଏଫ ଟ୍ରେନିଂ ସେଣ୍ଟର ପାଇଁ ପ୍ରଯୁଜ୍ୟ । ଏଠାରେ ଯବାନଙ୍କ ତାଲିମ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ବୋଲି କହିଛନ୍ତି ସିଆରପିଏଫ ଡିଜି ପ୍ରକାଶ ମିଶ୍ର। ବୁଧବାର ସୁନାବେଡା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ପରିଦର୍ଶନରେ ଆସିଥିବା ଅବସରରେ ସେ ଏହି କଥା କହିଥିଲେ।

ସେ କହିଥିଲେ, ଦେଶରେ ମାଓହିଂସା ପୂର୍ବ ଅପେକ୍ଷା  କମିଛି । ବିହାର ଓ ଝାଡଖଣ୍ଡରେ ଢେର କମିଛି।  ତେବେ ଛତିଶଗଡରେ ମାଓବାଦୀଙ୍କ ଗିତିବିଧିରେ ବିଶେଷ କିଛି ଫରକ ପଡିନି। ସେଠାରେ   ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଦରକାର ପଡିଲେ ଚାଳକ ବିହୀନ ବିମାନକୁ ମାଓଦମନରେ  ବ୍ୟବହାର କରାଯିବ । ସେହିପରି ଓଡିଶାର ନୂଆପଡା, କଳାହାଣ୍ଡିରେ ମାଓଦମନ କରାଯାଇଥିଲେ ବି ରାଜ୍ୟ ପାଇଁ ଅଧିକ ଫେ।ର୍ସ ଆବଶ୍ୟକ ପଡୁଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା  କରାଯିବ।ତାପରେ ଅଧିକ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯିବ।

dg
ଆଜି ଡିଜି ପ୍ରକାଶ ମିଶ୍ର ସୁନାବେଡା ସ୍ଥିତ ବାଟାଲିଅନରେ ସାଢେ ୧୧ଟାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ନିଜେ ମୋଟର ସାଇକେଲରେ ବାଟାଲିଅନର ସମସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ସେ ବାଟାଲିଅନ ପରିଦର୍ଶନ କରିବା ପରେ ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରଶାସନିକ ଭବନ, ସୁଇମିଂପୁଲ ଓ ଯବାନଙ୍କ ମେସ ଆଦି ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story