ସୁନ୍ଦରଗଡ: ବଡକୁଦ ଜଙ୍ଗଲରୁ ଦନ୍ତାହାତୀ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ବଣାଇ ବଡ଼କୁଦ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ପ୍ରଥମେ ବିଷ ଦିଆଯାଇ ଓ ପରେ ଗୁଳି କରି ହାତୀକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବନବିଭାଗ ହାତୀଦାନ୍ତର ମୃତଦେହ ଜବତ କରିଛି । ଏହାସହ ହାତୀ ହତ୍ୟାରେ ବ୍ୟବହୃତ ବିଷ ଲାଗି ଥିବା ତୀର ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ଜବତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ମୃତ ୩ଦିନ ହେବ ହାତୀକୁ ହତୀକୁ […]

hati

hati

Rakesh Mallick
  • Published: Monday, 06 July 2015
  • Updated: 06 July 2015, 04:46 AM IST

Sports

Latest News

ସୁନ୍ଦରଗଡ: ବଣାଇ ବଡ଼କୁଦ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ପ୍ରଥମେ ବିଷ ଦିଆଯାଇ ଓ ପରେ ଗୁଳି କରି ହାତୀକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବନବିଭାଗ ହାତୀଦାନ୍ତର ମୃତଦେହ ଜବତ କରିଛି । ଏହାସହ ହାତୀ ହତ୍ୟାରେ ବ୍ୟବହୃତ ବିଷ ଲାଗି ଥିବା ତୀର ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ଜବତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ମୃତ ୩ଦିନ ହେବ ହାତୀକୁ ହତୀକୁ ହତ୍ୟା କରାଯାଇଛି । ତେବେ ଶିକାରୀମାନେ ହାତୀର ଦାନ୍ତ ନେଇ ପାରିନାହାନ୍ତି । ବନ ବିଭାଗ ପକ୍ଷରୁ ମୃତ ହାତୀର ଦାନ୍ତ କଢାଯାଇ ରଖାଯାଇଛି । ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos