ଜଙ୍ଗଲରେ ନବବିବାହିତାଙ୍କ ମୃତଦେହ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଞ୍ଜର ଗାଁ ପାଖ ଜଙ୍ଗଲରେ ଜଣେ ନବ ବିବାହିତାଙ୍କ ମୃତଦେହ ଠାବ କରାଯାଇଛି। ମହିଳାଙ୍କ ମୁହଁ ଓ ଶରୀରରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା  ନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ମୃତ ମହିଳା ନିଜ ଗାଁର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ।

deadbody

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 10:38 AM IST

Related story