କ୍ରୋଧ ବହ୍ମ ଚଣ୍ଡାଳ: ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ସୁନ୍ଦରଗଡ଼: ସାମାନ୍ୟ କଳହରୁ ସ୍ତ୍ରୀକୁ କିରୋସିନ ଢାଳି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଗୋଇଲ ଗାଁରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ରାଗରେ ପତ୍ନୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ସ୍ୱାମୀ।  ନିଆଁ ଲାଗିବା ପରେ ପୁଣି ଲିଭାଇବାକୁ ଚେଷ୍ଟା କରିଥିଲା । ପରେ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି।  ବାପଘର ଲୋକେ […]

mmm

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 01:45 PM IST

ସୁନ୍ଦରଗଡ଼: ସାମାନ୍ୟ କଳହରୁ ସ୍ତ୍ରୀକୁ କିରୋସିନ ଢାଳି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଗୋଇଲ ଗାଁରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ରାଗରେ ପତ୍ନୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ସ୍ୱାମୀ।  ନିଆଁ ଲାଗିବା ପରେ ପୁଣି ଲିଭାଇବାକୁ ଚେଷ୍ଟା କରିଥିଲା । ପରେ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି।  ବାପଘର ଲୋକେ ତଳସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Related story