ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଭିଜିଲାନ୍ସ ରେଡ୍ ମିଳିଲା ଏହି ଟଙ୍କା। ଏହା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ତାଙ୍କ ନାଁ ବିଧାନ ସାହୁ। ସେ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍‌ସି କଲେଜ […]

Rupees

Rupees

Jitendra Garnayak
  • Published: Saturday, 09 October 2021
  • Updated: 09 October 2021, 04:11 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଭିଜିଲାନ୍ସ ରେଡ୍ ମିଳିଲା ଏହି ଟଙ୍କା। ଏହା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ତାଙ୍କ ନାଁ ବିଧାନ ସାହୁ।

ସେ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍‌ସି କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଏହି ଚଢ଼ାଉ କରିଥିଲା।

ବିଧାନ ସାହୁଙ୍କ କାର୍‌ ଯାଞ୍ଚ ବେଳେ ସେଥିରୁ ୧୦ ଲକ୍ଷ ଟଙ୍କା ମିଳିଛି। ଏତେ ଟଙ୍କା ସେ କାହିଁକି ସାଙ୍ଗରେ ନେଇ ଯାଉଥିଲେ ଓ ଏହା କେଉଁଠୁ ଆସିଲା, ସେ ନେଇ ଶ୍ରୀ ସାହୁ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବୋଲି ଜଣାପଡ଼ିଛି। ଭିଜିଲାନ୍ସ ଟଙ୍କା ଜବତ କରି ତଦନ୍ତ କରୁଛି। ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ଅଧିକାରୀମାନେ କଟକ ମହତାବ ରୋଡ୍ ସ୍ଥିତ ତାଙ୍କ ଘରକୁ ନେଇ ଅଧିକ ଖୋଳତାଡ଼ କରୁଛନ୍ତି ବୋଲି ଜଣାପଡ଼ିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story