ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମାଛ ଯୋଗାଣ ବନ୍ଦ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦୁଇ ରାଜ୍ୟ ମଧ୍ୟରେ ମାଛ ଯୋଗାଣ ବନ୍ଦ ରହିଛି। ମାଛ ଯୋଗାଣ ବନ୍ଦ ନେଇ ଦୁଇ ରାଜ୍ୟର ସରକାର ସେମିତି କିଛି ଘୋଷଣା କରି ନାହାନ୍ତି। ଓଡ଼ିଶାର ମଧୁର ମାଛ ପଶ୍ଚିମବଙ୍ଗ ସାଧାରଣତଃ ଯାଏ ନାହିଁ। ହେଲେ ଚିଙ୍ଗୁଡି ପଶ୍ଚିମବଙ୍ଗକୁ ଯାଏ। ତେବେ କରୋନା ଭୟରେ ବ୍ୟବସାୟୀ ମଧ୍ୟ ପଶ୍ଚିମବଙ୍ଗ ଯିବାକୁ ଅମଙ୍ଗ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ପଶ୍ଚିମବଙ୍ଗ ଫେରନ୍ତା ଯୋଗୁ […]

FISH

FISH

Subhransu Sekhar
  • Published: Friday, 24 April 2020
  • Updated: 24 April 2020, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦୁଇ ରାଜ୍ୟ ମଧ୍ୟରେ ମାଛ ଯୋଗାଣ ବନ୍ଦ ରହିଛି। ମାଛ ଯୋଗାଣ ବନ୍ଦ ନେଇ ଦୁଇ ରାଜ୍ୟର ସରକାର ସେମିତି କିଛି ଘୋଷଣା କରି ନାହାନ୍ତି।

ଓଡ଼ିଶାର ମଧୁର ମାଛ ପଶ୍ଚିମବଙ୍ଗ ସାଧାରଣତଃ ଯାଏ ନାହିଁ। ହେଲେ ଚିଙ୍ଗୁଡି ପଶ୍ଚିମବଙ୍ଗକୁ ଯାଏ। ତେବେ କରୋନା ଭୟରେ ବ୍ୟବସାୟୀ ମଧ୍ୟ ପଶ୍ଚିମବଙ୍ଗ ଯିବାକୁ ଅମଙ୍ଗ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ପଶ୍ଚିମବଙ୍ଗ ଫେରନ୍ତା ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ୬୦ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି। ଏଥିସହ ପଶ୍ଚିମବଙ୍ଗ ସୀମାରେ ରାଜ୍ୟ ସରକାର ବନ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏବେ ତିନି ଜିଲ୍ଲା ସଟଡାଉନ୍ ରହିଥିବାରୁ ସମସ୍ତ ଯିବା ଆସିବା ବନ୍ଦ ରହିଛି।

ତେବେ ଦୁଇ ରାଜ୍ୟର ସୀମାରେ ଥିବା ଗାଁ ଗୁଡ଼ିକର ଲୋକମାନେ ମଧ୍ୟ ସଚେତନତା ଦୃଷ୍ଟିରୁ ପଶ୍ଚିମବଙ୍ଗର ମାଛ ବ୍ୟବସାୟୀ କିମ୍ୱା ଗାଡ଼ିକୁ ଓଡ଼ିଶାକୁ ଆସିବାକୁ ଦେଉ ନାହାନ୍ତି। ହେଲେ ନିକଟରେ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଥିଲେ ଯେଉଁଥିରେ ମାଛ ବ୍ୟବସାୟୀଙ୍କ ଉପରେ ପୂର୍ବରୁ ଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି।

ତେବେ ସରକାରଙ୍କ ମତ୍ସ୍ୟ ବିଭାଗ (ସାମୁଦ୍ରିକ) ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ମାନସ ରଂଜନ ସାହୁ କହିଛନ୍ତି, “ପ୍ରଶାସନ ସମସ୍ତ ପ୍ରକାରର ମାଛଚାଷୀଙ୍କୁ ବାରଣ କରିଛି"। ଏଭଳି ହେବା ଦ୍ୱାରା ଚାଷୀ ଏବଂ ବ୍ୟବସାୟୀଙ୍କର ଅନେକ କ୍ଷତି ହେଉଛି ବୋଲି ମାଛଚାଷୀ କହିଛନ୍ତି।

ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମାଛ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗକୁ ନଯିବାକୁ ଅଲ୍ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ସଂଘର ସାଧାରଣ ସମ୍ପାଦକ ସୁମନ୍ତ ବିଶ୍ୱାଳ କହିଥିବା ସୂଚନା ରହିଛି। ସେହିଭଳି କେନ୍ଦ୍ରାପଡ଼ାର ତାଳଚୁଆଁରୁ ମଧ୍ୟ ମାଛ ପଶ୍ଚିମବଙ୍ଗ ଯାଇଥାଏ। କିନ୍ତୁ ବର୍ତ୍ତମାନ ଓଡ଼ିଶାର ୩ ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତା ଲଗାତାର କରୋନା ପଜିଟିଭ୍‌ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ଏହି କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହି ମାଛ ରପ୍ତାନୀରେ କଟକଣା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story