ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚେତାବନୀ ଦେଲେ ସୁର , ବିଚ୍ ରାସ୍ତାରେ ଜବାବ ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିବା ପାଇଁ ୧୫୦ଥର ତାଙ୍କ ସରକାରୀ ବାସଭବନକୁ ଯାଇ ଫେରିଲେଣି। ଟାଉଟର, ଡକାୟତମାନଙ୍କୁ ମନ୍ତ୍ରୀ ଡାକି ଭେଟୁଛନ୍ତି ଅଥଚ ସେ ବିଧାୟକ ଭାବେ ଲୋକଙ୍କ ସମସ୍ୟା ନେଇ ଯାଉଥିଲେ ବି ତାଙ୍କୁ ଦେଖାଦେଉନାହାନ୍ତି । ତାଙ୍କ ପ୍ରତି ହୋଇଥିବା ଏଭଳି ଅସମ୍ମାନର ଜବାବ ବିଚ୍ ରାସ୍ତାରେ ଦିଆଯିବ।” ଆଜି ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଶ୍ରୀ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ଆଜି […]

sura-1-1

sura-1-1

Tapas Behera
  • Published: Wednesday, 26 August 2020
  • Updated: 26 August 2020, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିବା ପାଇଁ ୧୫୦ଥର ତାଙ୍କ ସରକାରୀ ବାସଭବନକୁ ଯାଇ ଫେରିଲେଣି। ଟାଉଟର, ଡକାୟତମାନଙ୍କୁ ମନ୍ତ୍ରୀ ଡାକି ଭେଟୁଛନ୍ତି ଅଥଚ ସେ ବିଧାୟକ ଭାବେ ଲୋକଙ୍କ ସମସ୍ୟା ନେଇ ଯାଉଥିଲେ ବି ତାଙ୍କୁ ଦେଖାଦେଉନାହାନ୍ତି । ତାଙ୍କ ପ୍ରତି ହୋଇଥିବା ଏଭଳି ଅସମ୍ମାନର ଜବାବ ବିଚ୍ ରାସ୍ତାରେ ଦିଆଯିବ।” ଆଜି ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ।

ଶ୍ରୀ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ଆଜି ନିଜର କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ସେ ନିଜ ଅଂଚଳର ଲୋକଙ୍କ ସମସ୍ୟା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିବାକୁ ଯାଉଛନ୍ତି। ମାତ୍ର ତାଙ୍କୁ ମନ୍ତ୍ରୀ ଜାଣିଶୁଣି ଦେଖା ଦେଉନାହାନ୍ତି। ଆଉ ୩ଥର ସେ ଯିବେ। ଯଦି ତାଙ୍କୁ ମନ୍ତ୍ରୀ ଦେଖା ନଦେବେ ତା’ହେଲେ ବିଚ୍ ରାସ୍ତାରେ ତାଙ୍କଠୁ ଜବାବ ମଗାଯିବ। ସେ ବିଧାୟକ ଭାବେ ଲୋକଙ୍କ କାମ ନେଇ ଯାଉଛନ୍ତି, ନିଜ କାମ ପାଇଁ କି କିଛି ପାଇବାକୁ ଯାଉନାହାନ୍ତି। କିନ୍ତୁ ମନ୍ତ୍ରୀ ଯେଭଳି ଆଚରଣ ଦେଖାଉଛନ୍ତି ସେଥିପ୍ରତି ନିଜେ ସତର୍କ ରୁହନ୍ତୁ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି। ସେ ଗେଟ୍ ବାହାରେ ଅପେକ୍ଷା କରିବାବେଳେ ଭିତରେ ଥାଇ ମନ୍ତ୍ରୀ ଟାଉଟର ଓ ଡକାୟତଙ୍କୁ ଡାକି ଭେଟୁଛନ୍ତି।

ଅଥଚ ଜଣେ ବିଧାୟକଙ୍କୁ ଦେଖାଦେଉନାହାନ୍ତି କି କଥା ବି ହେଉନାହାନ୍ତି। ଯଦି ଜଣେ ବିଧାୟକଙ୍କ ପ୍ରତି ଏଭଳି ଆଚରଣ ମନ୍ତ୍ରୀ ଦେଖାଉଛନ୍ତି ତା’ହେଲେ ଏ ସରକାରରେ କାହାକୁ କ’ଣ କହିବା। କୋଭିଡ୍ ଭୟ ଯଦି ଅଛି ତା’ହେଲେ ସେ ମନ୍ତ୍ରୀ ପଦ ରଖିଛନ୍ତି କାହିଁକି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି।
ଶ୍ରୀ ରାଉତରାୟ କହିଛନ୍ତି ଯେ, ‘ତାଙ୍କ ପ୍ରତି ଯେଭଳି ଅସମ୍ମାନ ହୋଇଛି, ତା’ର ଉଚିତ୍ ଜବାବ ବିଚ୍ ରାସ୍ତାରେ ନିଶ୍ଚିତ ଦିଆଯିବ। ସେ ନିଜ ନିର୍ବାଚନମଣ୍ଡଳୀର ମନ୍ତ୍ରୀ। ଲୋକଙ୍କ କାମ ପାଇଁ ସେ ଯାଉଛନ୍ତି। ସେ ଆଉ ୩ଥର ଯାଇ ଫେରିବାପରେ ତାଙ୍କ ଘର ସମ୍ମୁଖରେ  ନିର୍ବାଚନମଣ୍ଡଳୀ ଲୋକଙ୍କୁ ଧରି ରାସ୍ତା ଘେରାଉ କରିବେ ବୋଲି କହିଛନ୍ତି। ଏହାସହିତ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସେ ‘ପବନା ମନ୍ତ୍ରୀ’ ବୋଲି କହିବାକୁ ବି ପଛାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story