ସରକାର ଅଲାଜୁକ: ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ଆମେ ସରକାରଙ୍କ […]

4321

4321

Tapas Behera
  • Published: Thursday, 14 November 2019
  • Updated: 14 November 2019, 12:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ଆମେ ସରକାରଙ୍କ ମଦ ଦୋକାନ ଖୋଲିବା ପ୍ରସ୍ତବାକୁ ସବୁଠି ବିରୋଧ କରିବୁ। ଏମିତିକି ବିଧାନସଭା ଓ ବାହାରେ ମଧ୍ୟ ବିରୋଧ କରିବୁ । ଯେମିତି ମଦ ଦୋକାନ ନଖୋଲନ୍ତି।

ମଦ ଦୋକାନ ଖୋଲି ରାଜସ୍ୱ ବଢାଇବା ଉଦ୍ୟମକୁ ସୁର ଅଲାଜୁକ ବୋଲି କହିଛନ୍ତି। ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ ସୁର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story