ଓଡ଼ିଶାରେ ମର୍ଡର କରି ସୁରତରେ ଲୁଚିଥିଲା, ୫ ବର୍ଷ ପରେ ବନ୍ଧା ହେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହତ୍ୟାକାଣ୍ଡ ଭିଆଇଥିବା ଅପରାଧୀ ୫ ବର୍ଷ ଧରି ଫେରାର ହେବା ପରେ ବାନ୍ଧିଛି ଗୁଜରାଟର ସୁରତ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଜଣକ ଗଞ୍ଜାମ ଜିଲ୍ଲାର କାର୍ତ୍ତିକ ପରିଡ଼ା ବୋଲି ଜଣାପଡ଼ିଛି।  ଓଡ଼ିଶାରେ  ସଙ୍ଗୀନ  ଅପରାଧ ଘଟାଇ କାର୍ତ୍ତିକ ପରିଡ଼ା ସୁରତ ଫେରାର ହୋଇଯାଇଥିବା ବେଳେ ସେଠାରେ ସେ ଛଦ୍ମ ପରିଚୟରେ ରହୁଥିଲେ। କାର୍ତ୍ତିକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍‌ ପରି ସଙ୍ଗୀନ ଅଭିଯୋଗ ରହିଛି। ୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା […]

arrest

arrest

Niharika Rout
  • Published: Tuesday, 30 August 2022
  • Updated: 30 August 2022, 12:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହତ୍ୟାକାଣ୍ଡ ଭିଆଇଥିବା ଅପରାଧୀ ୫ ବର୍ଷ ଧରି ଫେରାର ହେବା ପରେ ବାନ୍ଧିଛି ଗୁଜରାଟର ସୁରତ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଜଣକ ଗଞ୍ଜାମ ଜିଲ୍ଲାର କାର୍ତ୍ତିକ ପରିଡ଼ା ବୋଲି ଜଣାପଡ଼ିଛି।  ଓଡ଼ିଶାରେ  ସଙ୍ଗୀନ  ଅପରାଧ ଘଟାଇ କାର୍ତ୍ତିକ ପରିଡ଼ା ସୁରତ ଫେରାର ହୋଇଯାଇଥିବା ବେଳେ ସେଠାରେ ସେ ଛଦ୍ମ ପରିଚୟରେ ରହୁଥିଲେ।

କାର୍ତ୍ତିକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍‌ ପରି ସଙ୍ଗୀନ ଅଭିଯୋଗ ରହିଛି। ୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ସରପଞ୍ଚ ଉପେନ୍ଦ୍ର ପରିଡ଼ା ଏବଂ  ତାଙ୍କ ଭାଇ ରାଜେନ୍ଦ୍ର ପରିଡ଼ାଙ୍କ ସହ ନିର୍ବାଚନ ପ୍ରସଙ୍ଗକୁ ନେଇ କାର୍ତ୍ତିକଙ୍କର ଝଗଡ଼ା ହୋଇଥିଲା  । ଏହାକୁ ନେଇ କାର୍ତ୍ତିକ ପରିଡ଼ା ଗୁଳି କରି ଉପେନ୍ଦ୍ର ପରିଡ଼ାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।  ଅନ୍ୟ ଏକ ମାମଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

୨୦୧୭ରେ କାର୍ତ୍ତିକ ଏକ ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ କରି ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏଭଲି ଅନେକ ମାମଲାରେ ସାମିଲ ଥାଇ ଫେରାର ଥିବା କାର୍ତ୍ତିକ ପରିଡ଼ା ସୁରତରେ ଲୁଚିଥିଲା ।  ସେଠାରେ ସେ ଛଦ୍ମ ପରିଚୟରେ ରହିବା ସହ ଦିନ ମଜୁରିଆ କାମ କରୁଥିଲା। ସୁରତ କ୍ରାଇମବ୍ରାଞ୍ଚ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାକୁ ବାନ୍ଧିଛି। ସୁରତରେ ୫ ବର୍ଷର ରହଣୀ ମଧ୍ୟରେ ଅନ୍ୟ କିଛି ଅପରାଧ ଘଟାଇଛି କି ନାହିଁ ଏହାର ମଧ୍ୟ ତଦନ୍ତ କରୁଛି ଟିମ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story