ସୁରେନ୍ଦ୍ରନାଥ ପଶୁପାଳକ ହେଲେ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ୱର: ସୁରେନ୍ଦ୍ରନାଥ ପଶୁପାଳକ ହେଲେ ଓୟୁଏଟିର ନୂଆ କୂଳପତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ସୋମବାର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଆଜି ପୂର୍ବାହ୍ନରେ ରାଜଭବନରେ ସାକ୍ଷାତକାର ହୋଇଥିଲା। ଏଥିରେ ପଶୁପାଳକଙ୍କ ସମେତ ତିନି ବରିଷ୍ଠ ପ୍ରଫେସର ଭାଗ ନେଇଥିଲେ। ସୁରେନ୍ଦ୍ର ନାଥ ପଶୁପାଳକ ପ୍ରତିକ୍ରିୟାରେ କହିଛନ୍ତି,“ଓୟୁଏଟିର ସୁନାମ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ମୋର ଲକ୍ଷ୍ୟ ରହିଛି। ଶିକ୍ଷା, ଗବେଷଣା ଓ ସଂପ୍ରସାରଣକୁ ଗୁରୁତ୍ୱ ଦେବା ସହ ଏହା କିଭଳି ଲୋକଙ୍କ ଆସ୍ଥା ଭାଜନ ହେବ […]

surendranath.pasupalak

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 05:12 PM IST

ଭୁବନେଶ୍ୱର: ସୁରେନ୍ଦ୍ରନାଥ ପଶୁପାଳକ ହେଲେ ଓୟୁଏଟିର ନୂଆ କୂଳପତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ସୋମବାର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଆଜି ପୂର୍ବାହ୍ନରେ ରାଜଭବନରେ ସାକ୍ଷାତକାର ହୋଇଥିଲା। ଏଥିରେ ପଶୁପାଳକଙ୍କ ସମେତ ତିନି ବରିଷ୍ଠ ପ୍ରଫେସର ଭାଗ ନେଇଥିଲେ।

ସୁରେନ୍ଦ୍ର ନାଥ ପଶୁପାଳକ ପ୍ରତିକ୍ରିୟାରେ କହିଛନ୍ତି,“ଓୟୁଏଟିର ସୁନାମ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ମୋର ଲକ୍ଷ୍ୟ ରହିଛି। ଶିକ୍ଷା, ଗବେଷଣା ଓ ସଂପ୍ରସାରଣକୁ ଗୁରୁତ୍ୱ ଦେବା ସହ ଏହା କିଭଳି ଲୋକଙ୍କ ଆସ୍ଥା ଭାଜନ ହେବ ଏ ନେଇ ଚେଷ୍ଟା କରିବି।”

ସୁରେନ୍ଦ୍ର ନାଥ ପଶୁପାଳକ ଏବେ ଓୟୁଏଟି କୃଷି ବିଭାଗର କୃଷି ପାଣିପାଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି।

Related story