କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର ହେଲା ଆତଙ୍କବାଦୀ ରେହମାନ

କଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନଙ୍କୁ ଆଜି କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଚୌଦ୍ୱାର ଜେଲରୁ ରେହମାନକୁ ଆଣି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ଗତ ଜୁନ ୧୨ତାରିଖରେ ରେହମାନକୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏହା ସହ ୫ଶହ ୭୪ ପୃଷ୍ଠାର ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଜୁନ ୧୧ରେ ରେହମାନକୁ ଦିଲ୍ଲୀ ତିହାର ଜେଲରୁ କଟକ ଅଣାଯାଇଥିଲା  

abdur

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 02:35 PM IST

କଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନଙ୍କୁ ଆଜି କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଚୌଦ୍ୱାର ଜେଲରୁ ରେହମାନକୁ ଆଣି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି।

ଗତ ଜୁନ ୧୨ତାରିଖରେ ରେହମାନକୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏହା ସହ ୫ଶହ ୭୪ ପୃଷ୍ଠାର ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଜୁନ ୧୧ରେ ରେହମାନକୁ ଦିଲ୍ଲୀ ତିହାର ଜେଲରୁ କଟକ ଅଣାଯାଇଥିଲା

 

Related story