ସ୍ୱାଧୀନତା ଦିବସ ପାଇଁ ମାଓ ପ୍ରବଣ ଜିଲ୍ଲାରେ ସୁରକ୍ଷାବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧିନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।  ମାଓପ୍ରବଣ କନ୍ଧମାଳ, ଗଜପତି, ରାୟଗଡ଼ା, ନୂଆପଡା,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା କଡ଼ାକଡି କରାଯାଇଛି।  ଜିଲ୍ଲାର ସବୁ ପ୍ରବେଶ ପଥରେ ବ୍ୟାପକ ସୁରକ୍ଷାବ୍ୟବସ୍ଥା କରାଯାଇଛି। ଏଇ ଦିନକୁ ମାଓବାଦୀମାନେ କଳାଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିବାରୁ ଯେପରି କୌଣସି […]

nuapada

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 02:14 PM IST

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧିନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

 ମାଓପ୍ରବଣ କନ୍ଧମାଳ, ଗଜପତି, ରାୟଗଡ଼ା, ନୂଆପଡା,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା କଡ଼ାକଡି କରାଯାଇଛି।  ଜିଲ୍ଲାର ସବୁ ପ୍ରବେଶ ପଥରେ ବ୍ୟାପକ ସୁରକ୍ଷାବ୍ୟବସ୍ଥା କରାଯାଇଛି।

ଏଇ ଦିନକୁ ମାଓବାଦୀମାନେ କଳାଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିବାରୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ପୋଲିସ ସଜାଗ ହୋଇରହିଛି।

Related story