ଖୋର୍ଦ୍ଧାରୁ ସ୍ୱାଗତିକା ଓ ପିପିଲିରୁ ଅଜିତ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଓ ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ସ୍ୱାଗତିକା ପଟ୍ଟନାୟକ ଓ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ନାଁ ଘୋଷଣା କରାଯାଇ ନଥିଲେ ବି ସେମାନଙ୍କୁ ଟିକେଟ୍ ଦିଆଯାଇଥିବା ପିସିସି ସୂତ୍ରରୁ ସୂଚନା ମିଳିଛି। ଟିକେଟ୍ ପାଇଥିବା ନେଇ ସ୍ୱାଗତିକା ‘ଓଟିଭି’କୁ ସ୍ପଷ୍ଟ କରିଛନ୍ତି। ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତକାଲି ସେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହା […]

congress1

congress1

Jitendra Garnayak
  • Published: Thursday, 04 April 2019
  • Updated: 04 April 2019, 12:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଓ ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ସ୍ୱାଗତିକା ପଟ୍ଟନାୟକ ଓ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ନାଁ ଘୋଷଣା କରାଯାଇ ନଥିଲେ ବି ସେମାନଙ୍କୁ ଟିକେଟ୍ ଦିଆଯାଇଥିବା ପିସିସି ସୂତ୍ରରୁ ସୂଚନା ମିଳିଛି। ଟିକେଟ୍ ପାଇଥିବା ନେଇ ସ୍ୱାଗତିକା ‘ଓଟିଭି’କୁ ସ୍ପଷ୍ଟ କରିଛନ୍ତି।

ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତକାଲି ସେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହା ପରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ଦେଇଥିବା ସୂଚନା ମିଳିଛି।

ଖୋର୍ଦ୍ଧା ଓ ପିପିଲି ଯଥାକ୍ରମେ ଭୁବନେଶ୍ୱର ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଯାଉଛି। ଏ ଦୁଇ ସ୍ଥାନରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୨୩ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story