ସ୍ୱଳ୍ପ ବୃଷ୍ଟିପାତ: ନାରାୟଣପାଟଣା ଓ ବନ୍ଧୁଗାଁରେ ମରୁଡ଼ି ପରିସ୍ଥିତି

କୋରାପୁଟ: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ଗତ ୨୨ଦିନ ହେବ ବର୍ଷା ହୋଇ ନଥିବାରୁ ଚାଷ କର୍ଯ୍ୟ ପ୍ରଭାବିତ ହୋଇଛି। କେବଳ ନାରାୟଣପାଟଣା ବ୍ଲକରେ ପ୍ରାୟ ୩୦୦୦ ଏକର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ବର୍ଷାଭାବରୁ ମାତ୍ର ୧୫୦୦ ଏକର ଜମିରେ ଏପର୍ଯ୍ୟନ୍ତ ଚାଷ ହୋଇପାରିଛି। ସେହିପରି ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଆଦିବାସୀଙ୍କ ମୁଖ୍ୟ ଫସଲ ମାଣ୍ଡିଆ ରୁଆ […]

narayanpatanajami

narayanpatanajami

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 01:02 PM IST

Sports

Latest News

କୋରାପୁଟ: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ଗତ ୨୨ଦିନ ହେବ ବର୍ଷା ହୋଇ ନଥିବାରୁ ଚାଷ କର୍ଯ୍ୟ ପ୍ରଭାବିତ ହୋଇଛି। କେବଳ ନାରାୟଣପାଟଣା ବ୍ଲକରେ ପ୍ରାୟ ୩୦୦୦ ଏକର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ବର୍ଷାଭାବରୁ ମାତ୍ର ୧୫୦୦ ଏକର ଜମିରେ ଏପର୍ଯ୍ୟନ୍ତ ଚାଷ ହୋଇପାରିଛି। ସେହିପରି ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଆଦିବାସୀଙ୍କ ମୁଖ୍ୟ ଫସଲ ମାଣ୍ଡିଆ ରୁଆ ଆରମ୍ଭ ହୋଇପାରୁନାହିଁ।  ଚଳିତ ବର୍ଷ ଜୁନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଜୁଲାଇରେ ବର୍ଷା ପରିମାଣ ମାତ୍ର ୮ ଦଶମିକ ୮୨ ରେକର୍ଡ କରାଯାଇଛି। ସେପଟେ ପ୍ରାୟ ୫୦୦ ଏକର ଜମିକୁ ଜଳ ଯୋଗାଉଥିବା ତେପାଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଗତ ୭ ବର୍ଷ ଧରି ବନ୍ଦ ପଡିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ପ୍ରଶାସନ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି କୋରାପୁଟ ଉପଜିଲ୍ଲାପାଳ ଏମ.ଡି ଅଜଫର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story